ETV Bharat / state

ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସାନ ଯା’ ଜୀବନ ନେଲା ବଡ଼ ଯା’ - ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଯା’କୁ ହତ୍ୟା

ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ସାନ ଯା’କୁ ହତ୍ୟା କଲା ବଡ଼ ଯା’ । ଅଧିକ ପଢନ୍ତୁ...

a woman killed her sister in law
ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସାନ ଯା’କୁ ହତ୍ୟା କଲା ବଡ଼ ଯା’
author img

By

Published : Oct 29, 2020, 7:32 AM IST

ଖୋର୍ଦ୍ଧା: କୁହାଯାଏ ଦୁଇ ଯାଆ ଦୁଇ ଭଉଣୀ । ହେଲେ ସାମାନ୍ୟ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଯା’କୁ ହତ୍ୟା କଲା ଯା’ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁରେ । ସେହି ଗାଁର ସଞ୍ଜୁ ପେଣ୍ଠେଇ ସହ ତାର ଯା ସରୋଜିନୀଙ୍କର ଗତ କିଛିଦିନ ଧରି ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ସଞ୍ଜୁ ରୋଷେଇ କଲାବେଳେ ଶାବଳ ଯୋଗେ ସରୋଜିନୀ ତାକୁ ଆକ୍ରମଣ କରି ଗୁରୁତର କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ସଞ୍ଜୁଙ୍କୁ ମେଡିକାଲ ନେଲାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

a woman killed her sister in law
ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସାନ ଯା’କୁ ହତ୍ୟା କଲା ବଡ଼ ଯା’
ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସାନ ଯା’କୁ ହତ୍ୟା କଲା ବଡ଼ ଯା’

ଏହି ଘଟଣାରେ ଉତ୍ୟକ୍ତ ହୋଇ ଗାଁ ଲୋକ ଯା ସରୋଜିନୀ ଏବଂ ଦେଢଶୁର ତରେଶ୍ବର ପେଣ୍ଠେଇକୁ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଶେଷରେ ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.