ETV Bharat / state

ନଡିଆ ଗଛରୁ ପଡି ଯୁବକ ମୃତ - ଖୋର୍ଦ୍ଧା ଲାଟେଷ୍ଟ ଖବର

ପୂଜା ପାଇଁ ନଡିଆ ତୋଳିବାକୁ ଯାଇ ଜୀବନ ହାରିଛନ୍ତି ଯୁବକ । ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମଙ୍ଗରାଜପୁରର ।

ନଡିଆ ଗଛରୁ ପଡି ଯୁବକ ମୃତ
author img

By

Published : Nov 3, 2019, 6:27 PM IST

ଖୋର୍ଦ୍ଧା: ପୂଜା ପାଇଁ ନଡିଆ ତୋଳିବାକୁ ଯାଇ ଜୀବନ ହାରିଛନ୍ତି ଯୁବକ । ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମଙ୍ଗରାଜପୁରର । ଏହି ଗାଁର ମାନିଆ ପ୍ରଧାନ ପୂଜା ପାଇଁ ନଡିଆ ତୋଳିବା ପାଇଁ ନିଜ ବାଡି ନଡିଆ ଗଛରେ ଚଢିଥିଲେ । ହେଲେ ଗୋଡ ଖସିଯିବାରୁ ଗଛରୁ ପଡି ମାନିଆଙ୍କର ମୃତ୍ୟୁ ହୋଇଛି ।

ନଡିଆ ଗଛରୁ ପଡି ଯୁବକ ମୃତ

ଘଟଣାସ୍ଥଳରେ ହିଁ ମାନିଆ ଆଖି ବୁଜିଥିବା ବେଳେ ତାଙ୍କର ମୃତଦେହକୁ ପରିବାର ଲୋକେ ଉଦ୍ଧାର କରି ଶେଷ ସଂସ୍କାର ସମ୍ପନ୍ନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ନଡ଼ିଆ ତୋଳିବା ହେଲା କାଳ

Body:ଖୋର୍ଦ୍ଧା : ନିଜ ବାଡ଼ିରେ ଥିବା ନଡ଼ିଆ ଗଛରୁ ନଡିଆ ତୋଳୁଥିବା ବେଳେ ଗଛରୁ ଖସି ହରାଇଲେ ଜୀବନ । ଆଜି ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ମଙ୍ଗରାଜପୁରରେ । ସୂଚନା ଅନୁଯାଇ ମଙ୍ଗରାଜପୁର ଗ୍ରାମର ମାନିଆ ପ୍ରଧାନ ପୂଜା ପାଇଁ ନଡ଼ିଆ ତୋଳିବାକୁ ନିଜ ବାଡ଼ିରେ ଥିବା ନଡ଼ିଆ ଗଛରେ ଚଢି ନଡ଼ିଆ ତୋଳୁଥିଲେ । କିନ୍ତୁ କୌଣସି କାରଣରୁ ସେ ଗଛରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି । ପରିବାର ଲୋକେ ମନିଆର ଶବକୁ ଘରକୁ ନେଇଯାଥିବା ଜଣାପଡିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.