ETV Bharat / state

ଡକାୟତି ଯୋଜନା ପଣ୍ଡ, ୫ ଡକାୟତ ଗିରଫ

author img

By

Published : Jul 21, 2019, 9:12 PM IST

ଜଟଣୀ ବଡତୋଟା ସିଦ୍ଧାର୍ଥ ଭିଲେଜ ଅଞ୍ଚଳରେ ଜଟଣୀ ପୋଲିସ ଅତର୍କିତ ଚଢାଉ କରି 5 ଡକାୟତଙ୍କୁ ଗିରଫ କରିଛି । ସମସ୍ତ ଗିରଫ ଅଭିଯୁକ୍ତ ଜଟଣୀ ଅଞ୍ଚଳର।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜଟଣୀ ବଡତୋଟା ସିଦ୍ଧାର୍ଥ ଭିଲେଜ ଅଞ୍ଚଳରେ ପୋଲିସର ଅତର୍କିତ ଚଢାଉ । ଚଢାଉ ବେଳେ 5 ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ । ସେମାନଙ୍କ ନିକଟରୁ 2ଟି କଟୁରୀ, 2ଟି ଖଣ୍ଡା, ଗୋଟିଏ ଷ୍ଟିଲ ରଡ ଓ 2ଟି ବାଇକ୍ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ସମସ୍ତେ ଜଟଣୀ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାନୁସାରେ, ଏମାନେ ସମସ୍ତେ ଡକାୟତ ଯୋଜନା ପ୍ରସ୍ତୁତ କରୁଥିବାବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅତର୍କିତ ଚଢାଉ କରି 5 ଜଣଙ୍କୁ ଗିରଫ କରିଥିଲା । ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଡକାୟତି ଯୋଜନା ପଣ୍ଡ : ୫ଡକାୟତ ଗିରଫ

Body:ଖୋର୍ଦ୍ଧା : ଜଟଣୀ ବଡତୋଟା ସିଦ୍ଧାର୍ଥ ଭିଲେଜ ଅଚଳରେ ବିଶ୍ୱସ୍ତ ସୃତ୍ରରୁ ଖବର ପାଇ ଚଢାଉ କରି ଡକାୟତି ଯୋଜନା କରୁଥିବା ୫ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ । ସେମାନଙ୍କ ନିକଟରୁ ୨ଗୋଟି କଟୁରୀ,୨ଗୋଟି ଖଣ୍ଡା , ଗୋଟାଏ ଷ୍ଟିଲ ରଡ ଓ ୨ଗୋଟି ବାଇକ ଜବତ କରିଛି ପୋଲିସ । Conclusion:ଗିରଫ ମାନେ ହେଲେ ଜଟଣୀ ଅଚଳର । ସେମାନଙ୍କୁ କୋଟ ଚାଲାଣ କରିଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.