ETV Bharat / state

Padma Award 2023: 4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ

author img

By

Published : Jan 25, 2023, 10:42 PM IST

Updated : Jan 25, 2023, 10:53 PM IST

74ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ଘୋଷଣା କଲା କେନ୍ଦ୍ର ପୁରସ୍କାର । ତାଲିକାରେ 4 ବିଶିଷ୍ଟ ଓଡିଆ । ଅଧିକ ପଢନ୍ତୁ

Padma award 2023: 4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ

ହାଇଦ୍ରାବାଦ: 74ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ବର୍ଷ 2023 ପାଇଁ ମୋଟ 106 ପଦ୍ମ ପୁରସ୍କାରକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ବେଳେ ତାଲିକାରେ ରହିଛନ୍ତି 4 ବିଶିଷ୍ଟ ଓଡିଆ । ସମ୍ମାନିତ ହେବାକୁ ଥିବା ଓଡିଆଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । କଳା ବର୍ଗରେ କେନ୍ଦୁଝରର ମାଗୁଣୀ ଚରଣ କୁଅଁର, ସମ୍ବଲପୁରର କ୍ରିଷ୍ଣା ପଟେଲ, କୃଷି ବର୍ଗରେ କଳାହାଣ୍ଡି ଜିଲ୍ଲାର ପଟାୟତ ସାହୁ, ଶିକ୍ଷା କ୍ଷେତ୍ରରେ OUAT ପ୍ରଫେସର ପ୍ର.ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘‘ପଦ୍ମଶ୍ରୀ’’ରେ ସମ୍ମାନିତ କରାଯିବ ।

4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ
4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ
4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ
4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ

ଚଳିତବର୍ଷ ପଦ୍ମ ପୁରସ୍କାର ତାଲିକାରେ 6ଟି ପଦ୍ମବିଭୂଷଣ, 9 ପଦ୍ମଭୂଷଣ ଏବଂ 91ପଦ୍ମଶ୍ରୀ ପୁରସ୍କାର ରହିଛି । ତାଲିକାରେ 19ଜଣ ମହିଳା ପଦ୍ମ ବିଜେତା ଥିବା ବେଳେ ଦୁଇ ଜଣ ବିଦେଶୀ ଓ ପ୍ରବାସୀ ଭାରତୀୟ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ସେହପରି 7 ଜଣ ଦିବଙ୍ଗତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମରୋଣତ୍ତର ଭାବେ ପଦ୍ମ ସମ୍ମାନରେ ସମ୍ମାନୀତ କରାଯିବ ।

4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ
4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ
4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ
4 ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2023, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.