ETV Bharat / state

ଖୋର୍ଦ୍ଧା ଉପଖଣ୍ଡରୁ ଆଜି 158 କୋରୋନା ପଜିଟିଭ ଚିହ୍ନଟ

author img

By

Published : Aug 23, 2020, 10:12 AM IST

ଗତ 24 ଘଣ୍ଟାରେ ପୁଣି ଖୋର୍ଦ୍ଧା ଉପଖଣ୍ଡରୁ କୋରୋନା ଚିହ୍ନଟ । 158 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରୁ ଆଜି 158 କୋରୋନା ପଜିଟିଭ ଚିହ୍ନଟ
ଖୋର୍ଦ୍ଧା ଉପଖଣ୍ଡରୁ ଆଜି 158 କୋରୋନା ପଜିଟିଭ ଚିହ୍ନଟ

ଖୋର୍ଦ୍ଧା: ଗତ 24 ଘଣ୍ଟାରେ ପୁଣି ଖୋର୍ଦ୍ଧା ଉପଖଣ୍ଡରୁ କୋରୋନା ଚିହ୍ନଟ । ଆଜି ପୁଣି 158 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ଫେରୁଥିବାବେଳେ ଖୋର୍ଦ୍ଧା ଏବେ ନୂଆ ହଟସ୍ପଟ ଭାବେ ଉଭା ହୋଇଛି ।

ସେପଟେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 22 ଜଣ ଖୋର୍ଦ୍ଧା ସହରର । ଆଜି ବି ବାଲୁଗାଁରୁ 9 ଜଣ କୋଭିଡ ପଜିଟିଭ ବାହାରିଛନ୍ତି । ବାଣପୁରରୁ 10, ଟାଙ୍ଗରୁ 16, ବୋଲଗଡରୁ 13, ବେଗୁନିଆ 6, ଜଟଣୀରୁ 33, ମେଣ୍ଢାସାଳରୁ 3, ବାଲିପାଟଣା 25 ଓ ବାଳକାଟି ବ୍ଲକରୁ 9 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.