ETV Bharat / state

ଖୋର୍ଦ୍ଧା ଉପଖଣ୍ଡର ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା - କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା

ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ହିତ ପାଇଁ ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା ଜାରି କରିଛନ୍ତି ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡର ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା

author img

By

Published : May 14, 2020, 7:53 AM IST

ଖୋର୍ଦ୍ଧା: ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ହିତ ପାଇଁ ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା ଜାରି କରିଛନ୍ତି ଉପଜିଲ୍ଲାପାଳ ।

ଖୋର୍ଦ୍ଧା ଉପଖଣ୍ଡର ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା
ଖୋର୍ଦ୍ଧା ଉପଖଣ୍ଡର ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ବାରେଣ୍ଟାଇନ ସେଣ୍ଟର ବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ନିୟୋଜିତ କର୍ମଚାରୀ ଏବଂ ଅଧିକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ସେଣ୍ଟର ଭିତରେ ଅତିକମରେ 2ମିଟର ଦୂରତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଏହି ନିର୍ଦ୍ଦେଶକୁ ତଦାରଖ କରିବା ପାଇଁ ସମସ୍ତ ଥାନା ଅଧିକାରୀ ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କୁ କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.