ETV Bharat / state

'ନେତା ହେଇଯାଆନ୍ତୁ ଖୁସି, ହେଲେ ଦେଶ ଯାଉଛି ଭାସି'

ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଆଗାମୀ ଏପ୍ରିଲ 1 ଉତ୍କଳ ଦିବସରୁ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସାରାଭାରତ ବର୍ଷରେ 29ଟି ରାଜ୍ୟରେ 100ଟି ସମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ଆଲୋଚନା କରାଯିବ।

author img

By

Published : Mar 29, 2019, 1:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଗାମୀ ଏପ୍ରିଲ 1 ଉତ୍କଳ ଦିବସରୁ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଏକ କାର୍ଯ୍ୟକ୍ରମ ହାତକୁ ନେଇଛି। ସାରାଭାରତ ବର୍ଷରେ 29ଟି ରାଜ୍ୟରେ 100ଟି ସମ୍ବାଦିକ ସମ୍ମିଳନୀ କରିବ। ଯେଉଁଥିରେ ଲୋକଙ୍କ ସାମାଜିକ ସମସ୍ୟାକୁ ନେଇ ଆଲୋଚନା କରାଯିବ। ବିଶେଶ କରି ସାମାଜିକଓ ଅର୍ଥନୈତିକ କୂ ପରିଚାଳନାକୁ ଉପରେ ଗୁରୁତ୍ବଦିଆଯିବ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେଲିଆ ମୁଣ୍ଡରେ ତେଲ ଢାଳିଲା ଭଳି ଦେଶରେ ଧନୀ ଆହୁରୀ ଧନୀ ଓ ଗରିବ ଆହୁରି ଗରିବ ହେବାରେ ଲାଗୁଛି।ଅନ୍ୟପଟେ ବିପିଏଲଧାରୀମାନଙ୍କ ଘର ସମ୍ମୁଖ ବିପିଏଲ ବୋଲି ଏକ ବୋର୍ଡ଼ ଲଗାଯାଉ।ଅନେକ ଅନୁସୂଚିତ ଜାତି ଓ ଜନଜାତି ଲୋକ ଅଛନ୍ତି ଯେଉଁମାନଙ୍କ ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ସୁଧୁରିସାରିଛି ସେମାନଙ୍କୁ ସଂରକ୍ଷଣରୁ ବାଦ କରାଯାଉ। ଏଭଳି କିଛି ଦାବିକୁ ନେଇ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଯେଉଁ ବି ସରକାର ଆସୁ ଲୋକଙ୍କ ଉପରୁ ଋଣ ଭାର କାମ କରୁ ବୋଲି ଏଠାରେ କୁହାଯାଇଛି । ପରିଶେଷରେ ଅକ୍ଟୋବର 2ରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଓଆଇସି ତରଫରୁ ପ୍ରତିନିଧିମଣ୍ଡଳ ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

gfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.