ETV Bharat / state

60 ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ, 2 ଗିରଫ - wood seized in keonjhar

କେନ୍ଦୁଝରରେ ବଢୁଛି କାଠ ଚୋରା ଚାଲାଣ । 2 ଗିରଫ, ତଦନ୍ତ ଜାରି । ଅଧିକ ପଢନ୍ତୁ...

wood seized in keonjhar
ଚୋରା କାଠ ଜବତ, 2 ଗିରଫ
author img

By

Published : Sep 6, 2020, 11:22 AM IST

ଆନନ୍ଦପୁର: ଦିନକୁ ଦିନ ବଢିବାରେ ଲାଗିଛି ଚୋରା ଚାଲାଣ । କାଠ ବୋଝେଇ ଗାଡିକୁ ଜବତ କଲା ବନ ବିଭାଗ । ଏହାସହ 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା କାଠର ମୂଲ୍ୟ 60 ହଜାରରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

ଚୋରା କାଠ ଜବତ, 2 ଗିରଫ

ସୂଚନା ଅନୁସାରେ, କାଠ ଚାଲାଣ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଙ୍ଗଲ ବିଭାଗର ଗୋଟିଏ ଟିମ କେନ୍ଦୁଝରର ଗୋହିରା ନିକଟରେ ଜଗି ରହିଥିଲା । ଗାଡିଟି ସେହି ରାସ୍ତା ଦେଇ ଯିବା ସମୟରେ କର୍ମଚାରୀ ଅଟକାଇବା ସହ ଗାଡିରୁ ଚାଲାଣ ହେଉଥିବା ମୂଲ୍ୟବାନ କାଠକୁ ଜବତ କରିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.