ETV Bharat / state

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ - ମଦ ବିରୋଧୀ ଆନ୍ଦୋଳନ

ଖଲଣା ଗାଁରେ ମଦ ବନ୍ଦ କରି ଏକ ସୁସ୍ଥ ଗାଁ ପରିଣତ କରିବାକୁ ପଣ ନେଇଛନ୍ତି ଗ୍ରାମର ମହିଳାମାନେ । ଅନେକ ପରିବାରର ପୁରୁଷମାନେ ପ୍ରାୟ ନିଜର ଅର୍ଜିତ ଟଙ୍କାକୁ ମଦ ପିଇବାରେ ସାରିଦେଉଛନ୍ତି । ଏହାସହ ଅନେକ ସମୟରେ ଘରର ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି । ଫଳରେ ଏହି ଗାଁରୁ ମଦ ଦୂର କରିବା ପାଇଁ ଶୋଭାଯାତ୍ରା କରିଛନ୍ତି ।

womens-strike
womens-strike
author img

By

Published : Dec 15, 2019, 2:25 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ମହିଳାଙ୍କ ମଦବିରୋଧ ଶୋଭାଯାତ୍ରା । ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରିଛନ୍ତି | ଏଥିରେ ସ୍ବୟଂସହାୟକ ଗୋଷ୍ଠୀର ଶତାଧିକ ମହିଳା ଯୋଗଦେଇଛନ୍ତି ।

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ..

ଖଲଣା ଗାଁରେ ମଦ ବନ୍ଦ କରି ଏକ ସୁସ୍ଥ ଗାଁ ପରିଣତ କରିବାକୁ ପଣ ନେଇଛନ୍ତି । ଅନେକ ଘରର ପୁରୁଷମାନେ ପ୍ରାୟ ପ୍ରତ୍ୟେକ ଦିନ ମଦ ପିଇ ରୋଜଗାର ଅର୍ଥକୁ ଖର୍ଚ୍ଚ କରିଦେବା ସହିତ ପରିବାର ଲୋକଙ୍କୁ ନିର୍ଯାତନା ଦେଉଥିବାବେଳେ ଏସବୁକୁ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମର ମହିଳା ।

ଆନନ୍ଦପୁର ସ୍ମୃତି ରଞ୍ଜନ ବିହାରି, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର -କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଗାଁ ରେ ମହିଳା ମାନଙ୍କ ଦ୍ୱାରା ମଦବିରୋଧ ରେ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା | ଏଥିରେ ସ୍ୱୟଂସହାୟକ ଗୋଷ୍ଠୀ ର ଶତାଧିକ ମହିଳା ଯୋଗଦେଇ ଖଲଣା ଗାଁ ରେ ମଦ ବନ୍ଦ କରି ଏକ ସୁସ୍ଥ ଗାଁ ରେ ପରିଣତ କରିବାକୁ ପଣ ନେଇଛନ୍ତି | ଅନେକ ଘର ର ପୁରୁଷ ମାନେ ପ୍ରାୟ ପ୍ରତ୍ୟେକ ଦିନ ମଦ ପିଇ ରୋଜଗାର ଅର୍ଥ କୁ ଖର୍ଚ୍ଚ କରିଦେବା ସହିତ ପରିବାର ଲୋକଙ୍କୁ ନିର୍ଯାତନା ଦେଉଥିବା ବେଳେ ଏସବୁ କୁ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମ ର ମହିଳା ମାନେ ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.