ETV Bharat / state

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି: ଭୟଭୀତ କେନ୍ଦୁଝରବାସୀ

ଗତକାଲି ରାତିରେ ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ହୋଇଛି । ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ସୂଚନାଥାଉକି, ନଦୀର ସତର୍କ ସଙ୍କେତ ୩୭.୪୪୫ ମିଟର ଥିବାବେଳେ ବିପଦ ସଂକେତ ରହିଛି ୩୮.୩୬୦ମିଟର ।

author img

By

Published : Aug 19, 2019, 9:03 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବର୍ତ୍ତମାନ ଜଳସ୍ତର ଆସି ୩୬.୪୩୦ ମିଟର ଛୁଇଁଲାଣି । ସୂଚନାଥାଉକି, ନଦୀର ସତର୍କ ସଙ୍କେତ ୩୭.୪୪୫ ମିଟର ଥିବାବେଳେ ବିପଦ ସଂକେତ ରହିଛି ୩୮.୩୬୦ମିଟର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ଅନୁଯାୟୀ, ଗତକାଲି ରାତିରେ ବୈତରଣୀ ନଦୀର ଉପରମୁଣ୍ଡ ଚମ୍ପୁଆ, ସ୍ବାମପାଟଣା ଓ ଠାକୁର ମୁଣ୍ଡା ଠାରେ ବର୍ଷା ହୋଇଥିଲା । ଫଳରେ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବର୍ତ୍ତମାନ ନଦୀର ଜଳସ୍ତର ସତର୍କ ସଙ୍କେତ ଠାରୁ ୧ମିଟର ତଳେ ରହିଛି । ଏ ନେଇ ସମ୍ପୂର୍ଣ୍ଣ କେନ୍ଦୁଝରବାସୀ ଭୟଭୀତ ହୋଇ ପଡିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର- କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି.ଏଠାରେ ଜଳସ୍ତର ୩୬.୪୩୦ ମିଟର ରହିଛି .ଏଠାରେ ନଦୀର ସତର୍କ ସଂକେତ ୩୭.୪୪୫ ମିଟର ଥିବା ବେଳେ ବିପଦ ସଂକେତ ରହିଛି ୩୮.୩୬୦ମିଟର. ସୂଚନା ଅନୁଯାୟୀ, ଗତକାଲି ରାତିରେ ବୈତରଣୀ ନଦୀର ଉପରମୁଣ୍ଡ ଚମ୍ପୁଆ, ସ୍ବାମପାଟଣା ଓ ଠାକୁର ମୁଣ୍ଡାରେ କିଛି ପରିମାଣରେ ବର୍ଷା ହୋଇଛି । ଫଳରେ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ସତର୍କ ସଂକେତ ଠାରୁ ୧ମିଟର ତଳେ ରହିଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.