ETV Bharat / state

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ

author img

By

Published : May 24, 2020, 8:27 PM IST

ଲକଡାଉନ ସମୟରେ ଅସହାୟଙ୍କୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ।

Anadapur voluntary organization
ଆନନ୍ଦପୁର ମାଁ ବନଦୂର୍ଗା କ୍ଲବ

ଆନନ୍ଦପୁର: ଲକଡାଉନରେ ଅସହାୟଙ୍କ ଦୁଃଖକୁ ହୃଦବୋଧ କରି ଆଗେଇ ଆସିଛନ୍ତି କିଛି ସମାଜସେବୀ ଅନୁଷ୍ଠାନ । ଏହି ଭଳି ଅନୁଷ୍ଟାନ ହେଉଛି ଆନନ୍ଦପୁର ମା ବନଦୂର୍ଗା କ୍ଲବ । ଏହି ବିପତ୍ତି ସମୟରେ ନିଜ ଅଞ୍ଚଳର ଅସହାୟଙ୍କ ପାଇଁ ଜରୁରୀ ଖାଦ୍ୟ ବାଣ୍ଟୁଛନ୍ତି କ୍ଲବର ସମାଜସେବୀ ।

ଆନନ୍ଦପୁର ମାଁ ବନଦୂର୍ଗା କ୍ଲବ

ଆଜି କ୍ଲବ ତରଫରୁ କିଛି ଶ୍ରମିକ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ, ମାକ୍ସ ଓ ସାବୁନ ବାଣ୍ଟିଛନ୍ତି । ଏହା ସହ ଆନନ୍ଦପୁର ପୌରପରିଷଦ ବିଭିନ୍ନ ଗ୍ରାମରେ କରୋନା ସଚେତନ କରୁଛନ୍ତି ମା ବନଦୁର୍ଗା କ୍ଲବର ସଦସ୍ୟ ମାନେ । ସମାଜ ସେବାର୍ଥେ ଏଭଳି କାମ ଆଗକୁ ଜାରୀ ରହିବ ବୋଲି କହିଛନ୍ତି କ୍ଲବ ସଦସ୍ୟ ।

ଆନନ୍ଦପୁରରୁ ସୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.