ETV Bharat / state

କେନ୍ଦୁଝରରେ ଲାଗୁ ହେଲା ନୂତନ ନିର୍ଦ୍ଦେଶନାମା - କେନ୍ଦୁଝର ଜିଲ୍ଲାରେ ଲାଗୁ ହେଲା

କେନ୍ଦ୍ରସରକାର ଅନଲକ ୩ର ନିର୍ଦ୍ଦେଶନାମା ଜାରି କରିଲା ପରେ ରାଜ୍ୟ ସରକାର ଶୁକ୍ରବାର ସନ୍ଧ୍ୟାରେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମାରେ ରାଜ୍ୟର ପାଞ୍ଚୋଟି ସ୍ଥାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଟଡାଉନକୁ ହଟାଇଛନ୍ତି ସରକାର । ଅଧିକ ପଢନ୍ତୁ...

The new instructions  was implemented in Kendujhar district
କେନ୍ଦୁଝର ଜିଲ୍ଲାରେ ଲାଗୁ ହେଲା ନୂତନ ନିର୍ଦ୍ଦେଶନାମା
author img

By

Published : Aug 1, 2020, 7:01 AM IST

କେନ୍ଦୁଝର:କେନ୍ଦ୍ରସରକାର ଅନଲକ-୩ର ନିର୍ଦ୍ଦେଶନାମା ଜାରି କରିଲା ପରେ ରାଜ୍ୟ ସରକାର ଶୁକ୍ରବାର ସନ୍ଧ୍ୟାରେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୂତନ ନିର୍ଦ୍ଦେଶନାମାରେ ପୂର୍ବରୁ ଜାରି ନିୟମରେ କୋହଳ କରିଛନ୍ତି ରାଜ୍ୟ ସରକାର । ଏହି ନିର୍ଦ୍ଦେଶନାମାରେ ରାଜ୍ୟର ପାଞ୍ଚୋଟି ସ୍ଥାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଟଡାଉନକୁ ହଟାଇଛନ୍ତି ସରକାର ।

The new instructions  was implemented in Kendujhar district
କେନ୍ଦୁଝର ଜିଲ୍ଲାରେ ଲାଗୁ ହେଲା ନୂତନ ନିର୍ଦ୍ଦେଶନାମା

ପୂର୍ବରୁ କେନ୍ଦୁଝର ଜିଲ୍ଲାକୁ ଜୋନ-୧ ପରିଧି ମଧ୍ୟରେ ରଖିଲା ପରେ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଥିଲେ ଜିଲ୍ଲା ପ୍ରଶାସନ ।

ଏହି ଆଇନକୁ ବଳବତ୍ତର ରଖିଥିବା ବେଳେ ଜୁଲାଇ ମାସରେ ଶନିବାର ଓ ରବିବାର ସଟଡାଉନ ଜାରି ରହିବ ବୋଲି ଟ୍ୱିଟର ମାଧ୍ୟମରେ ଜିଲ୍ଲା ପ୍ରଶାସନ ଜଣାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.