ETV Bharat / state

ବିପଦ ସଙ୍କେତ ଉପରେ ବୈତରଣୀ

ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଏବେ ନଦୀର ବଢୁଛି ଜଳସ୍ତର । ବିପଦ ସଙ୍କେତ ଉପରେ ବୈତରଣୀ । ଅଧିକ ପଢନ୍ତୁ...

author img

By

Published : May 27, 2021, 11:34 AM IST

ବିପଦ ସଙ୍କେତ ଟପିଲା ବୈତରଣୀ
ବିପଦ ସଙ୍କେତ ଟପିଲା ବୈତରଣୀ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ଏବେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଆନନ୍ଦପୁର ଠାରେ ନଦୀର ସତର୍କ ସଙ୍କେତ ୩୭.୪୪୦ ମିଟର ଥିବା ବେଳେ ସକାଳ ୧୦ଟା ସୁଦ୍ଧା ନଦୀର ଜଳସ୍ତର ରହିଛି ୩୮.୫୫୦ ମିଟର । ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଏବେ ନଦୀର ଜଳସ୍ତର ବଢୁଛି ।

ବିପଦ ସଙ୍କେତ ଟପିଲା ବୈତରଣୀ

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.