ETV Bharat / state

ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ - ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ

ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ । ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ । ଅଧିକ ପଢନ୍ତୁ...

The Chaiti festival begins on Tarini's pitha
ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ
author img

By

Published : Apr 9, 2020, 4:53 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ ହୋଇଛି । କିନ୍ତୁ ଚଳିତ ବର୍ଷ କୋରୋନା ପାଇଁ ଲକଡାଉନ ଥିବାରୁ ଭକ୍ତମାନଙ୍କୁ ମନ୍ଦିର ଆସିବା ପାଇଁ ବାରଣ କରାଯାଇଛି। ଗୁରୁବାର ଠାରୁ ମାଆଙ୍କୁ ବିଶେଷ ରୀଜିନୀତିରେ ପୂଜାର୍ଚ୍ଚନା କରାଯିବା ସହ ସୁନାବେଶ ଅନୁଷ୍ଠିତ ହୋଇଥିଲା । ସାତ ଦିନ ଧରି ସୁନା ବେଶ ଅନୁଷ୍ଠିତ ହେବ। ଏହି ପର୍ବରେ ମାଙ୍କ ଚଣ୍ଡୀ ପାଠ, ଭାଗବତ ପାଠ ଓ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହେବ ।

ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ଘରେ ରହି ମା ଙ୍କ ଆରାଧନା କରିବା ପାଇଁ ଅନୁରୋଧ କରିଛି ।ଏହି ପର୍ବ 84ତମ ବର୍ଷରେ ପହଞ୍ଚିଛି । 1937 ମସିହାରୁ ଏହି ପର୍ବ ପାଳିତ ହୋଇ ଆସୁଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.