ETV Bharat / state

ଖଣି ଅଞ୍ଚଳରେ ବିକାଶର ସମୀକ୍ଷା କଲେ ପ୍ରଫୁଲ୍ଲ ମଲ୍ଲିକ

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଗସ୍ତର ପ୍ରଥମ ଦିନରେ ଖଣିଜ ପଦାର୍ଥ ଉତ୍ତୋଳନରେ ଦେଖା ଦେଉଥିବା ସମସ୍ୟା ଏବଂ ଖଣି ଅଞ୍ଚଳରେ ଦ୍ରୁତ ବିକାଶ ନେଇ ଆଲୋଚନା ହୋଇଛି ।

author img

By

Published : Aug 29, 2019, 9:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଗସ୍ତର ପ୍ରଥମ ଦିନରେ ଜିଲ୍ଲାର ଖଣି ଅଞ୍ଚଳରେ ବିକାଶର ସମୀକ୍ଷା କରିଛନ୍ତି । ତାଙ୍କ ସହ ଖଣି ସଚିବ ଓ ଖଣି ନିର୍ଦ୍ଦେଶକ ମଧ୍ୟ ଆସି ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାନୁଯାୟୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ଯୋଡା ପୌରପାଳିକାର ବୈଠକ ଗୃହରେ ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିବହନ ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ, ଖଣି ସଚିବ ଓ ଖଣି କର୍ତ୍ତୃପକ୍ଷଙ୍କ ଅନେକ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ଖଣିଜ ପଦାର୍ଥ ଉତ୍ତୋଳନରେ ଦେଖା ଦେଉଥିବା ସମସ୍ୟା ଏବଂ ଖଣି ଅଞ୍ଚଳରେ ଦ୍ରୁତ ବିକାଶ ନେଇ ଆଲୋଚନା ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଖଣି ଅଞ୍ଚଳରେ ବିକାଶ ର ସମୀକ୍ଷା କଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକBody:
ଆଙ୍କର- ଆଜି ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସି ପହଞ୍ଚିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ତାଙ୍କ ସହ ଖଣି ସଚିବ ଓ ଖଣି ନିର୍ଦେଶକ ମଧ୍ୟ ଆସି ପହଞ୍ଚିଛନ୍ତି । ଏହି ଦୁଇ ଦିନିଆ ଗ୍ରସ୍ତ କରି ପ୍ରଥମ ଦିନରେ ଯୋଡ଼ା ପୋୖରପାଳିକା ବୈଠକ ଗୃହରେ ମନ୍ତ୍ରୀ ଖଣିଜ ପଦାର୍ଥ ଉତୋଳନ ଓ ପରିବହନ ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ, ଖଣି ଉପ ନିର୍ଦେଶକ, ଖଣି ସଚିବ ଙ୍କ ଶହ ବହୁ ଖଣି କତ୍ତୃପକ୍ଷ ଙ୍କ ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ଖଣିଜ ପଦାର୍ଥ ଉତୋଳନ ରେ ଦେଖା ଦେଉଥିବା କିଛି ସମସ୍ୟା ସହ ଖଣି ଅଞ୍ଚଳରେ ଦ୍ରୁତ ବିକାଶ ନେଇ ଆଲୋଚନା ହୋଇଥିଲା ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.