ETV Bharat / state

ସୋମନାଥ ଦାସ ହେଲେ କେନ୍ଦୁଝରର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

author img

By

Published : Mar 25, 2022, 4:31 PM IST

କେନ୍ଦୁଝରରେ ସରିଲା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ । ବିଜେଡିରୁ ନବ ନିର୍ବାଚିତ ସୋମନାଥ ଦାସ ହେଲେ କେନ୍ଦୁଝରର ଜିଲ୍ଲା ପରିଷଦ ଅଧ୍ୟକ୍ଷ । ଅଧିକ ପଢନ୍ତୁ

ସୋମନାଥ ଦାସ ହେଲେ କେନ୍ଦୁଝରର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
ସୋମନାଥ ଦାସ ହେଲେ କେନ୍ଦୁଝରର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

କେନ୍ଦୁଝର: ସୋମନାଥ ଦାସ ହେଲେ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ । ଜିଲ୍ଲା ପରିଷଦ ଉପସଭାପତି ଭାବେ ସୋମନାଥ ଦାସଙ୍କୁ ନିର୍ବାଚିତ ହୋଇଛନ୍ତି । ଆଜି(ଶୁକ୍ରବାର) ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ସ୍ଥାନୀୟ ଦରବାର ହଲରେ ହୋଇଥିବା ନିର୍ବାଚନରେ ସୋମନାଥ ବିଜେପିର ଛଇଳବାଳା ନାଏକଙ୍କୁ ହରାଇ ଉପାଧ୍ୟକ୍ଷ ପଦ ହାସଲ କରିଛନ୍ତି । ସୋମନାଥ ୩୩ ଖଣ୍ଡ ଭୋଟ ପାଇ ଥିବାବେଳେ ଛଇଳବାଳା ମାତ୍ର ୩ ଖଣ୍ଡ ଭୋଟ ପାଇଥିଲେ । ତେବେ ପଞ୍ଚାୟତ ନିର୍ବାଚନରେ ସୋମନାଥ ହାଟଡିହି ବ୍ଲକର ୩୪ ନମ୍ବର ଜୋନରୁ ବିଜେଡି ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.