ETV Bharat / state

ବେଆଇନ ଲୁହା ପଥର ଚୋରା ଚାଲାଣ, 6 ଟ୍ରଲର ଜବତ - during the smuggling of iron ore

କେନ୍ଦୁଝରରେ ଚୋରା ଲୁହା ପଥର ଚାଲାଣ ହେଉଥିବା 6 ଟି ଟ୍ରଲରକୁ ଜବତ କଲା ବାମେବାରି ପୋଲିସ । ହାଣ୍ଡିଭଙ୍ଗା ନିକଟରୁ ବେଆଇନ ଭାବେ ଲୁହାପଥର ଚାଲାଣ ବେଳେ ଜବତ ହୋଇଛି 6 ଟି ଟ୍ରଲର। ଅଧିକ ପଢନ୍ତୁ...

6 ଟି ଟ୍ରଲର ଜବତ
6 ଟି ଟ୍ରଲର ଜବତ
author img

By

Published : Mar 29, 2021, 1:57 PM IST

କେନ୍ଦୁଝର: ବେଆଇନ ଲୁହା ପଥର ଚୋରା ଚାଲାଣ ବେଳେ ଜବତ କଲା ପୋଲିସ । କେନ୍ଦୁଝରରେ ଚୋରା ଲୁହା ପଥର ଚାଲାଣ ହେଉଥିବା 6 ଟି ଟ୍ରଲରକୁ ଜବତ କଲା ବାମେବାରି ପୋଲିସ । ହାଣ୍ଡିଭଙ୍ଗା ନିକଟରୁ ବେଆଇନ ଭାବେ ଲୁହାପଥର ଚାଲାଣ ବେଳେ ଜବତ ହୋଇଛି 6 ଟି ଟ୍ରଲର।

6 ଟି ଟ୍ରଲର ଜବତ

ବାମେଵାରି ପୋଲିସ ଏହି ଗାଡି ଗୁଡିକ ଧରିବାରେ ସକ୍ଷମ ହୋଇଛି । ତେବେ ଏଥିରେ କାହାର ଲିଙ୍କ ଅଛି ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରେ ପୁଣି ସକ୍ରିୟ ହୋଇପଡିଛନ୍ତି ଖଣି ମାଫିଆମାନେ ।

2009 ମସିହାରେ ବେଆଇନ ଭାବେ ଚାଲୁଥିବା କ୍ରସର ଓ ଡ଼ମ୍ପିଙ୍ଗ କରି ରଖା ଯାଇଥିବା ଖଣିଜ ପଦାର୍ଥକୁ ସିଜ କରିଥିଲା ଖଣି ବିଭାଗ ଓ ପୋଲିସ । ତେବେ ପୁଣିଥରେ ଲୁହା ପଥର ଚୋରି ଆରମ୍ଭ ହୋଇଥିବାରୁ ଖଣି ମାଫିଆ ସକ୍ରିୟ ହୋଇଉଠିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.