ETV Bharat / state

ଆଜି ଶ୍ରାବଣ ଶେଷ ସୋମବାର, ବାବା ଝାଡେଶ୍ଵର ମନ୍ଦିରରେ କାଉଡିଆଙ୍କ ଭିଡ - ଝାଡେଶ୍ଵର ମନ୍ଦିର

ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ଚଳଚଞ୍ଚଳ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସମସ୍ତ ଶୈବପୀଠ ।

ଡିଜାଇନ ଫଟୋ
author img

By

Published : Aug 12, 2019, 11:08 AM IST

ଆନନ୍ଦପୁର: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ଚଳଚଞ୍ଚଳ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସମସ୍ତ ଶୈବପୀଠ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଶ୍ରାବଣ ଶେଷ ସୋମବାର ଥିବାରୁ ଆନନ୍ଦପୁରର ବାବା ଝାଡେଶ୍ଵର ମନ୍ଦିରରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଆଜି ଭୋରରୁ ଦୂରଦୂରାନ୍ତରୁ ଚାଲି ଚାଲି ପାଣି ଧରି ଆସିଥିବା କାଉଡିଆ ଭକ୍ତମାନେ ବାବା ଝାଡେଶ୍ଵରଙ୍କ ଉପରେ ଜଳ ଲାଗି କରି ମାନସିକ ପୂରଣ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ସେପଟେ ଭିଡକୁ ଦୃଷ୍ଟିକୁ ରଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ଆଜି ହେଉଛି ଶ୍ରାବଣ ମାସ ର ଶେଷ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଭପଖଣ୍ଡ ର ବିଭିନ୍ନ ଶିବ ମନ୍ଦିର । ଆଜି ଭୋରରୁ ଦୂରଦୂରାନ୍ତରୁ ଚାଲି ଚାଲି ପାଣି ଧରି ଆସିଥିବା କାଉଡ଼ିଆ ଭକ୍ତ ମାନେ ବାବା ଝାଡ଼େଶ୍ଵରଙ୍କ ଉପରେ ଜଳ ଢାଳି ନିଜ ନିଜର ମାନସିକ ପୂରଣ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଶ୍ରାବଣ ମାସରେ ଶିବ ଙ୍କ ଉପରେ ଜଳାଭିଷେକ କଲେ ମାନସିକ ପୂରଣ ହୁଏ ବୋଲି କାଉଡ଼ିଆ ଭକ୍ତ ମାନଙ୍କର ବିଶ୍ୱାସ ଅଛି ବୋଲି କହିଛନ୍ତି ଭକ୍ତ । ଭିଡ କୁ ଦୃଷ୍ଟି ରଖି ମନ୍ଦିର କମିଟ ମାନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.