ETV Bharat / state

ନଦୀ ପଠାରୁ ୧୦ଫୁଟର ଅଜଗର ଉଦ୍ଧାର

author img

By

Published : Nov 13, 2020, 12:49 PM IST

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତୁଳସୀପୁର ସେଣ୍ଡେଇ ନଦୀ ପଠାରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଅଧିକ ପଢନ୍ତୁ...

ନଦୀପଠାରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର
ନଦୀପଠାରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ତୁଳସୀପୁର ସେଣ୍ଡେଇ ନଦୀ ପଠାରୁ ଏକ ବିରାଟ ଅଜରଗ ଉଦ୍ଧାର ହୋଇଛି । ସାପଟିର ଲମ୍ବ ୧୦ଫୁଟ ରହିଛି ।

ନଦୀପଠାରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ତୁଳସୀପୁର ସେଣ୍ଡେଇ ନଦୀ ପଠାରୁ ବିରାଟ ଅଜଗର ଯାଉଥିବାର ଦେଖିଥିଲେ ଗାଁ ଲୋକ । ସାହାସର ସହିତ ଗ୍ରାମବାସୀମାନେ ଅଜଗରଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି 10ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି । ସାପଟିର ଓଜନ ପ୍ରାୟ 40କେଜି ହେବ ବୋଲି ଅନୁମାନ କାରଯାଇଛି । ତେବେ ଚଳିତ ବନ୍ୟା ପାଣିରେ ସାପଟି ଆସିଥିବା ବନ ବିଭାଗ ଅନୁମାନ କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.