ETV Bharat / state

ବାଇକରେ ଆସି 2ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

author img

By

Published : Oct 5, 2019, 4:16 PM IST

ସହରରେ କଳା ପଲସର ଆତଙ୍କ । ଶନିବାର ଏକ କଳା ପଲସରରେ ଦୁଇ ଦୁର୍ବୃତ୍ତ ଆସି ଟାଉନ ଥାନା ଅଧିନସ୍ଥ ଭାଲୁକିପତଳା ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ଲୁଟି ନେଇଛନ୍ତି 2 ଲକ୍ଷ ଟଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ସହରରେ କଳା ପଲସର ଆତଙ୍କ । ଶନିବାର ଏକ କଳା ପଲସରରେ ଦୁଇ ଦୁର୍ବୃତ୍ତ ଆସି ଟାଉନ ଥାନା ଅଧିନସ୍ଥ ଭାଲୁକିପତଳା ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ଲୁଟି ନେଇଛନ୍ତି 2 ଲକ୍ଷ ଟଙ୍କା । ଗୀତାଞ୍ଜଳି ମହାପାତ୍ର ନାମକ ଜଣେ ମହିଳା ଏସବିଆଇରୁ ନିଜ ଝିଅଙ୍କ ସହ ଟଙ୍କା ଉଠାଇ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ଘଟିଥିଲା ଏହି ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ ଦୁର୍ବୃତ୍ତ ଦୁହେଁ ବାଇକରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥଲେ । ଗୀତାଞ୍ଜଳି ଟାଉନ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ତିନି ଦିନ ପୂର୍ବରୁ ଜଣେ ବେପାରୀଙ୍କ ପାଖରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇ ପଳାଇଥିଲା ଏକ ପଲସର ଗ୍ୟାଙ୍ଗ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-କଳା ପଲସର ରେ ଆସି ଛଡେଇ ନେଲେ ଦୁଇ ଲକ୍ଷ ଟଙ୍କାBody:
ଆଙ୍କର-କେନ୍ଦୁଝର ରେ କଳା ପଲସର ଆତଙ୍କ ଦେଖା ଦେଇଛି। ଏକ କଳା ପଲସର ରେ ଦୁଇ ଦୁର୍ବୁତ୍ତ ଆସି ଟାଉନ ଥାନା ଅନ୍ତର୍ଗତ ଭାଲୁକିପତଳା ଅଞ୍ଚଳରୁ ବିଧବା ମହିଳାଙ୍କ ଠାରୁ ଲୁଟି ନେଲେ ଦୁଇ ଲକ୍ଷ ଟଙ୍କା । ଗୀତାଞ୍ଜଳି ମହାପାତ୍ର ନାମକ ମହିଳା ଏ ସ ବି ଆ ଇ ରୁ ତାଙ୍କ ଝିଅ ଙ୍କ ସହ ଟଙ୍କା ଉଠାଇ ସ୍କୁଟି ରେ ଘରକୁ ଯାଉଥିବା ସମୟରେ ଭଳିକିପତଳା ସାହିରେ ଏକ ପଲସର ରେ ଦୁଇ ଜଣ ଦୁର୍ବୁତ୍ତ ଆସି ଟଙ୍କା ଵ୍ୟଗ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇ ଯାଇଥଲେ । ଗୀତାଞ୍ଜଳି ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ସିସିଟିଭି ଫୁଟେଜ ଆଧାର ରେ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ ତିନି ଦିନ ପୂର୍ବରୁ ଏକ ବେପାରୀ ଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇ ପଳେଇଥିଲେ।ଏକ ପଲସର ଗ୍ୟାଙ୍ଗ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.