ETV Bharat / state

ଦୁଇବର୍ଷ ପରେ କେନ୍ଦୁଝରରେ ସର୍ବସାଧାରଣ ଅଭିଯୋଗ ଶୁଣାଣି

ଏଣିକି ଦୂର ହେବ ସମସ୍ୟା । ହେବ ସବୁ ସମସ୍ୟାର ଅନ୍ତ । ଦୀର୍ଘ ଦୁଇ ବର୍ଷ ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆରମ୍ଭ ହେଲା ସର୍ବସାଧାରଣ ଅଭିଯୋଗ ଶୁଣାଣି । ଅଧିକ ପଢ଼ନ୍ତୁ

author img

By

Published : Apr 18, 2022, 8:46 PM IST

public grievance held in Keonjhar district after two years
ଆରମ୍ଭ ହେଲା ଅଭିଯୋଆରମ୍ଭ ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିଗ ଶୁଣାଣି

କେନ୍ଦୁଝର: ଦୀର୍ଘ ଦୁଇ ବର୍ଷ ପରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆଜିଠାରୁ ଆରମ୍ଭ ହୋଇଛି । COVID ମହାମାରୀ ଯୋଗୁଁ କଟକଣା ଥିବାରୁ ଏହି ଅଭିଯୋଗ ଶୁଣାଣି ବନ୍ଦ କରାଯାଇଥିଲା । ତେବେ କଟକଣା ହଟିବାରୁ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙଅକ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି ।

ଆରମ୍ଭ ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ସ୍ଥାନୀୟ ଦରବାର ହଲ୍‌ ଠାରେ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହୋଇଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଖରା ପ୍ରଭାବ ଅଧିକ ଥିବା ଯୋଗୁଁ ପ୍ରଥମ ଦିନରେ ଅଭିଯୋଗକାରୀଙ୍କ ସଂଖ୍ୟା କମରହିଥିଲା । ତେବେ ନିଜଜ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇବାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖା ଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.