ETV Bharat / state

ରାସ୍ତା ନଥିବାରୁ ପୁଣି ଭାରରେ ବୁହା ହେଲେ ଗର୍ଭବତୀ - କେନ୍ଦୁଝର ଜିଲ୍ଲାରେ ପାହାଡିଆ ଅଞ୍ଚଳ

କେନ୍ଦୁଝର ଜିଲ୍ଲାରେ ପାହାଡିଆ ଅଞ୍ଚଳରେ ଯୋଗାଯୋଗ ପାଇଁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ 4କି.ମି. ଭାରରେ ବୋହିଲେ ପରିବାର ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର
author img

By

Published : Nov 10, 2019, 12:57 PM IST

Updated : Nov 10, 2019, 1:35 PM IST

କେନ୍ଦୁଝର: ପୁଣି ଭାରରେ ବୁହାହେଲେ ଗର୍ଭବତୀ ମହିଳା । ଗାଁକୁ ଗମନାଗମନା ପାଇଁ ରାସ୍ତା ନଥିବାରୁ ଗର୍ଭବତୀ ମହଳାଙ୍କୁ ଭାରରେ 4କିଲୋମିଟର ବୋହିଲେ ସ୍ବାମୀ ଓ ସମ୍ପର୍କୀୟ । ମହିଳାଙ୍କୁ ଭାରରେ 4କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ନେଇ ଭର୍ତ୍ତି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତମାଙ୍ଗ ଗାଁର କଷି ପଧାନ ନାମକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ପାହାଡିଆ ଅଞ୍ଚଳରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ପହଞ୍ଚି ପାରିନଥିଲା । ଏହାପରେ 4କିଲୋମିଟର ପର୍ଯ୍ୟନ୍ତ ପାହାଡର ପାଦଚଲା ରାସ୍ତାରେ ସ୍ବାମୀ ବିରଞ୍ଚି ପଧାନ ଗାଁର କିଛି ଯୁବକଙ୍କ ସହାୟତାରେ ଏକ ଭାର ମାଧ୍ୟମରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଲେ । ମେଡିକାଲରେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିବାବେଳଏ ବର୍ତ୍ତମାନ ଉଭୟ ମା ଓ ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ-ଭାରରେ ବୋହାହେଲେ ଗର୍ଭବତୀ ।
ଆଙ୍କର-ତେଲକୋଇ ଥାନା ଅନ୍ତର୍ଗତ ତମାଙ୍ଗ ଗାଁ ଟି ପାହାଡ ଉପରେ ଅବସ୍ଥିତ ।ଗାଁ କୁ ରାସ୍ତା ନଥିବାରୁ ପାଦଚଲା ରାସ୍ତାରେ ଲୋକେ ବହୁକଷ୍ଟରେ ଯିବାଆସିବା କରିଥାନ୍ତି ।ଗତକାଲି ସନ୍ଧ୍ୟାରେ କଷି ପଧାନ ନାମକ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ବୃଦ୍ଧି ପାଇବାରୁ ସ୍ବାମି ବିରଞ୍ଚି ପଧାନ ଓ କିଛି ଗାଁର ଯୁବକଙ୍କ ସହାୟତା ରେ ଭାର ସାହାଯ୍ୟ ରେ ପତ୍ନୀ କଷିଙ୍କୁ ୪କିଲୋମିଟର ପାହାଡ ତଳକୁ ବୋହି ଆଣିବା ପରେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ତେଲକୋଇ ମେଡିକାଲ କୁ ଆଣିଥିଲେ ।ମେଡିକାଲରେ ସେଠାରେ କଷି ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମା ଓ ଶିଶୁ ର ସ୍ବାସ୍ଥ୍ୟ ବସ୍ଥା ବର୍ତ୍ତମାନ ଠିକଥିବା ଜଣାପଡିଛି ।Conclusion:
Last Updated : Nov 10, 2019, 1:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.