ETV Bharat / state

ବଳଦେବଜୀଉଙ୍କ ରଥ ଉଚ୍ଚତାକୁ ନେଇ ଟିପ୍ପଣୀ: ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲା ପହାଣ୍ଡିଆ ସଂଘ - ବଳଦେବଜୀଉଙ୍କ ରଥ ଉଚ୍ଚତାକୁ ନେଇ ଟିପ୍ପଣୀ

ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ବିଶ୍ବର ସର୍ବବୃହତ ନନ୍ଦିଘୋଷ ରଥର ଉଚ୍ଚତାକୁ ନେଇ କେନ୍ଦ୍ରାପଡ଼ା ଓ ପୁରୀର ଶଙ୍କରାଚାର୍ଯ୍ୟଙ୍କୁ ଦରଖାସ୍ତ ପ୍ରଦାନ ଘଟଣା । ଅଧିକ ପଢନ୍ତୁ

ବଳଦେବଜୀଉଙ୍କ ରଥ ଉଚ୍ଚତାକୁ ନେଇ ଟିପ୍ପଣୀ: ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲା ପାହାଣ୍ଡିଆ ସଂଘ

author img

By

Published : Jun 4, 2022, 3:12 PM IST

Updated : Jun 4, 2022, 4:06 PM IST

କେନ୍ଦୁଝର : ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ବିଶ୍ବର ସର୍ବବୃହତ ନନ୍ଦିଘୋଷ ରଥର ଉଚ୍ଚତାକୁ ନେଇ କେନ୍ଦ୍ରାପଡ଼ା ଓ ପୁରୀର ଶଙ୍କରାଚାର୍ଯ୍ୟଙ୍କୁ ଦରଖାସ୍ତ ପ୍ରଦାନ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ମତପ୍ରକାଶ ପାଇଛି । ଏହାକୁ ବିଭିନ୍ନ ବର୍ଗର ଲୋକେ ତୀବ୍ର ନିନ୍ଦା କରିଛନ୍ତି । ଏହାକୁ ନେଇ ବ୍ୟକ୍ତି ବିଶେଷ ବିଭିନ୍ନ ଟିପ୍ପଣୀ ଦେବା ସହ ବିରୋଧାଭାସ ତୀବ୍ର ହୋଇଛି । ଏହି ଟିପ୍ପଣୀ ପରେ ଜିଲ୍ଲାବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବଳଦେବଜୀଉଙ୍କ ରଥ ଉଚ୍ଚତାକୁ ନେଇ ଟିପ୍ପଣୀ: ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲା ପହାଣ୍ଡିଆ ସଂଘ

ଏ ପ୍ରକାର ମନ୍ତବ୍ୟ ଦେଇଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ନିକଟରେ ଗିନିଜ ବୁକ୍‌ ଅଫ ଓ୍ବାର୍ଲଡରେ ସର୍ବବୃହତ ରଥର ମାନ୍ୟତା ପାଇଥିବା ବଳଦେବଳୀଉଙ୍କ ନନ୍ଦିଘୋଷ ରଥର ଉଚ୍ଚତାକୁ ନେଇ କେନ୍ଦ୍ରାପଡ଼ାର କେତେକ ବ୍ୟକ୍ତି ବିଶେଷ ଏବଂ ପୁରୀର ଦଇତାପତି ପ୍ରଶ୍ନ ଉଠାଇଥିଲେ । କେନ୍ଦୁଝର ରଥର ବୈଶିଷ୍ଟ୍ୟ , ପରମ୍ପରା ଓ ଇତିହାସରେ ଏହାର ସ୍ବତନ୍ତ୍ରତାକୁ ଜଣାଇବା ପାଇଁ ବଳଦେବଜୀଉ ସେନା ପକ୍ଷରୁ ଭକ୍ତି ସ୍ଵାଭିମାନ ଶୋଭାଯାତ୍ରା କରାଯିବା ନିମନ୍ତେ ସ୍ଥିର ହୋଇଛି ।

ପ୍ରତିବାଦ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶ୍ରୀଶ୍ରୀ ବଳଦେବଜୀଉ ପାହାଣ୍ଡିଆ ବ୍ରାହ୍ମଣ ସେବାୟତ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହାସହ ପୃଷ୍ଠଭୂମି ସମ୍ବନ୍ଧରେ ଅଜ୍ଞ ଥିବା ଲୋକଙ୍କୁ ସଚେତନତା କରିବା ପାଇଁ ଏନେଇ ରଥଖଳା ନିକଟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଇଟିଭି ଭାରତ,କେନ୍ଦୁଝର

Last Updated : Jun 4, 2022, 4:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.