ETV Bharat / state

ଅସମ୍ଭାଳ ୟସ: ଆସୁଆସୁ ଭାଙ୍ଗିଲା ଗଛ, ଜଣେ ମୃତ

ବାତ୍ୟା ୟସର ପ୍ରଭାବରେ ଗଛ ଡାଳ ଭାଙ୍ଗି କେନ୍ଦୁଝର ଜିଲ୍ଲାରେ ଜଣେ ମୃତ । ଅଧିକ ପଢନ୍ତୁ...

author img

By

Published : May 26, 2021, 9:04 AM IST

Updated : May 26, 2021, 9:37 AM IST

ବାତ୍ୟା ୟସର ପ୍ରଭାବରେ ଗଛ ଡାଳ ଭାଙ୍ଗି ଜଣେ ମୃତ

ଆନନ୍ଦପୁର: ବାତ୍ୟାରେ ଗଛର ଡାଳ ଭାଙ୍ଗି ପଡ଼ିବାରୁ ଜଣେ ମୃତ । ମୃତକ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପଞ୍ଚୁପଲ୍ଲା ଗାଁର ପୂର୍ଣ୍ଣଚନ୍ଦ୍ର ନାଏକ। ସେ ଜଣେ ଅଲେଖ ଧର୍ମୀ ହୋଇଥିବାରୁ ଆଜି (ବୁଧବାର) ସକାଳେ ମଠରୁ ପୂଜା ସାରି ଫେରୁଥିବା ସମୟରେ ବାତ୍ୟା ପ୍ରଭାବରେ ପ୍ରବଳ ପବନ ହେତୁ ରାସ୍ତାରେ ଥିବା ଏକ ବିରାଟ ବରଗଛର ଡାଳ ତାଙ୍କ ମୁଣ୍ଡ ଉପରେ ଭାଙ୍ଗି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟ ହୋଇଥିଲା । ଏନାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପଠାଇଥିଲେ ।

କେନ୍ଦୁଝରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : May 26, 2021, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.