ETV Bharat / state

ବିଦ୍ୟୁତ ଆଘାତରେ ନାବାଳକ ମୃତ, ତଦନ୍ତ ଆରମ୍ଭ - One minor child died due to electric shock

ଭୋଜି ଖାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣେ 13 ବର୍ଷର ନାବାଳକର ମୃତ ହୋଇଛି। ଏ ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି। ଅଧିକ ପଢନ୍ତୁ...

One minor child
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Dec 16, 2019, 5:16 PM IST

କେନ୍ଦୁଝର: ଭୋଜି ଖାଇବା ହେଲା କାଳ। ବିଦ୍ୟୁତ ଆଘାତରେ ଜଣେ ୧୩ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝରର ଯୋଡ଼ା ଅଞ୍ଚଳରେ। ମୃତ ନାବାଳକ ଯୋଡ଼ା ହନୁମାନ ହଟିଂ ବାସିନ୍ଦା ମହାବୀର ପରିଚ୍ଛାଙ୍କ ପୁଅ ବିକି ପରିଚ୍ଛା।

ରବିବାର ରାତିରେ ଯୋଡ଼ା ପୌରପାଳିକା କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜି ଚାଲିଥିଲା। ଏହି ସମୟରେ ହନୁମାନ ହଟିଂ ଅଞ୍ଚଳର କିଛି ପିଲା ସେଠାକୁ ଭୋଜି ଖାଇବାକୁ ଯାଇଥିଲେ। ବିକି କଲ୍ୟାଣ ମଣ୍ଡପ ଗେଟ ବାହାରେ ଭୋଜି ଖାଉଥିବା ସମୟରେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେଉଁ ପରିସ୍ଥିତିରେ ଓ କିପରି ବିକିକୁ ବିଦ୍ୟୁତ ଆଘାତ ଲାଗିଲା ଓ ଏଥିରେ କାହାରି ଅବହେଳା ଅଛି ନା ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ୍ - ଭୋଜି ଖାଇବା କାଳ ହେଲା, ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ , ପୋଲିସର ତଦନ୍ତ ଆରମ୍ଭBody:ଆଙ୍କର- ଭୋଜି ଖାଇବା କାଳ ହେଲା । ଭୋଜି ଖାଇବାକୁ ଯାଇ ବିଦ୍ୟୁତ ସକରେ ଜଣେ ୧୩ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଂଚଳରେ । ମୃତ ବାଳକ, ଯୋଡ଼ା ହନୁମାନ ହଟିଂ ବାସୀନ୍ଦା ମହାବୀର ପରିଚ୍ଛାଙ୍କ ପୁଅ ବିକି ପରିଚ୍ଛା । ସୂଚନା ଅନୁଯାୟୀ, ଗତକାଲି ରାତିରେ ଯୋଡ଼ା ପୌରପାଳିିକାର କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜି ଚାଲିଥିଲା । ଏହି ସମୟରେ ହନୁମାନ ହଟିଂ ଅଂଚଳର କିଛି ଛୋଟ ପିଲା ସେଠାକୁ ଭୋଜି ଖାଇବା ଉଦ୍ଦେଶ୍ୟରେ ଯାଇଥିଲେ । ତେବେ ବିକି କଲ୍ୟାଣ ମଣ୍ଡପ ଗେଟ୍ ବାହାରେ ଭୋଜି ଖାଉଥିବା ସମୟରେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ଓ ତାଙ୍କୁ କରେଂଟ୍ ଲାଗିଥିଲା । ଗୁରୁତର ଅବସ୍ଥାରେ ତାକୁ ନିକଟସ୍ଥ ଏକ ଘୋରୋଇ ଚିକିତ୍ସାଳୟକୁ ନିଆଯାଇଥିଲା ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଯୋଡ଼ା ପୋଲିସ ତଦନ୍ତ ଚଳାଇଛି । କେଉଁ ପରିସ୍ଥିତିରେ ଓ କିପରି ବିକିକୁ ବିଦ୍ୟୁତ ଆଘାତ ଲାଗିଲା ଓ ଏଥିରେ କାହାରି ଅବହେଳା ଅଛି ନା ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.