ETV Bharat / state

ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

ପୁରୁଣାବଜାର ସ୍ବର୍ଣ୍ଣପ୍ରଭା ଛକଠାରୁ ଲକ୍ଷାଧିକ ଟଙ୍କାର କାଠ ସହ ଜଣକୁ ଅଟକ ରଖିଛି ଜଙ୍ଗଲ ବିଭାଗ । ଅଧିକ ପଢନ୍ତୁ..

author img

By

Published : Nov 11, 2019, 2:06 PM IST

ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କଲା ପୋଲିସ

କେନ୍ଦୁଝର: ସୋମବାର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପୁରୁଣାବଜାର ସ୍ବର୍ଣ୍ଣପ୍ରଭା ଛକଠାରୁ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଛି । ଏହି କାଠ ସହ ଜଣକୁ ଅଟକ ରଖିଛି ଜଙ୍ଗଲ ବିଭାଗ ।

ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କଲା ପୋଲିସ

କୌଣସି ସୂତ୍ରରୁ ଖବର ପାଇ ଜଙ୍ଗଲ ବିଭାଗର କର୍ମଚାରୀ ପୋଲିସ ବିଭାଗ ସହ ମିଳିତ ଚଢ଼ାଉ କରିଥିଲେ । ଚଢାଉ ସମୟରେ 24ଟି ଶାଳ କାଠ ଗଡ଼ ସହ 17 ଖଣ୍ଡ ସାଗୁଆନ ପଟା ଜବତ କରାଯାଇଛି । ଏହାର ଆନୂମାନିକ ମୂଲ୍ୟ 70 ହଜାରରୁ ଉର୍ଦ୍ଧ୍ବ ହେବା ନେଇ ଅନୁମାନ କରାଯାଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଲକ୍ଷାଧିକ କାଠ ଜବତ ସହ ଜଣେ ଗିରଫBody:
ଆଙ୍କର-ଆଜି ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପୁରୁଣାବଜାର ସ୍ୱର୍ଣ୍ଣପ୍ରଭା ଛକ ଠାରୁ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଛି । ଏହି କାଠ ସହ ଜଣକୁ ଜଙ୍ଗଲ ବିଭାଗ ଅଟକ ରଖିଛି । କୌଣସି ସୂତ୍ରରୁ ଖବର ପାଇ ଜଙ୍ଗଲ ବିଭାଗର କର୍ମଚାରୀ ପୋଲିସ ବିଭାଗ ସହ ମିଳିତ ଚଢ଼ାଉ କରିଥିଲେ । ୨୪ ଟି ଶାଳ କାଠ ଗଡ଼ ସହ ୧୭ ଖଣ୍ଡ ସାଗୁଆନ ପଟା ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୭୦ହଜାର ରୁ ଉର୍ଦ୍ଧ୍ବ ହେବବୋଲି ଜଣା ପଡ଼ିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.