ETV Bharat / state

ସଟଡାଉନର ଦ୍ୱିତୀୟ ଦିନ, କଡାକଡି ନିୟମକୁ କେନ୍ଦୁଝରବାସୀଙ୍କ ସମର୍ଥନ - ସଟଡାଉନର ଦ୍ୱିତୀୟ ଦିନ

ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାକୁ ଜୋନ ୧ ରେ ଘୋଷଣା କରିଛନ୍ତି । ଏହି ଜୋନ ୧ ପରେ ଜୁଲାଇ ମାସରେ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି ।

ସଟଡାଉନର ଦ୍ୱିତୀୟ ଦିନ, କଡାକଡି ନିୟମକୁ କେନ୍ଦୁଝରବାସୀଙ୍କ ସମର୍ଥନ

author img

By

Published : Jul 5, 2020, 9:46 AM IST

Updated : Jul 5, 2020, 11:23 AM IST

କେନ୍ଦୁଝର: ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାକୁ ଜୋନ ୧ ରେ ଘୋଷଣା କରିଛନ୍ତି । ଏହି ଜୋନ ୧ ପରେ ଜୁଲାଇ ମାସରେ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ରବିବାର ସଟଡାଉନର ଦ୍ବିତୀୟ ଦିନରେ କେନ୍ଦୁଝର ସହର ରେ ସବୁ ଦୋକାନ ବଜାର ବନ୍ଦ ରହିଛି । ସବୁ ଛକ ରେ ପୋଲିସର କଡା ସୁରକ୍ଷା ଦେଖିବାକୁ ମିଳିଛି

ସଟଡାଉନର ଦ୍ୱିତୀୟ ଦିନ, କଡାକଡି ନିୟମକୁ କେନ୍ଦୁଝରବାସୀଙ୍କ ସମର୍ଥନ

ଯେଉଁ ମାନଙ୍କ ପରିଚୟ ପତ୍ର ଅଛି ସେମାନଙ୍କୁ ପୋଲିସ ତନଖି ପରେ ଛାଡିଥିବା ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକୀୟ ଜିନିଷ ଗାଡି ଚଳାଚଳ ସ୍ବାଭାବିକ ଥିବା ବେଳେ ଏହି ବନ୍ କୁ ସହରବାସୀଙ୍କ ସମର୍ଥନ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ମଧ୍ୟ ଏହି ସଟଡାଉନକୁ କଡାକଡି କରାଯାଇଥିବା ବେଳେ ସଚେତନତା ସୃଷ୍ଟି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jul 5, 2020, 11:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.