ETV Bharat / state

ଦୋକାନୀ କୋରୋନା ଆକ୍ରାନ୍ତ, ୭୨ ଘଣ୍ଟା ପାଇଁ ସର୍ବପୁରାତନ ବଜାର ବନ୍ଦ

author img

By

Published : Sep 21, 2020, 10:57 AM IST

୭୨ ଘଣ୍ଟା ପାଇଁ ସର୍ବପୁରାତନ ବଜାର ବନ୍ଦକୁ ବନ୍ଦ କଲା କମିଟି । କିଛି ଦୋକାନୀ କୋଭିଡରେ ଆକ୍ରାନ୍ତ ହେବା ପରେ ନିଆଗଲା ଏପରି ନିଷ୍ପତି । ଅଧିକ ପଢନ୍ତୁ...

old market closed due to corona in keonjhar
୭୨ ଘଣ୍ଟା ପାଇଁ ସର୍ବପୁରାତନ ବଜାର ବନ୍ଦ

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣରେ ରୋକ ଲଗାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କେନ୍ଦୁଝରରେ ମଧ୍ୟ କୋଭିଡ କଟକଣାକୁ କଡାକଡି କରାଯାଉଛି । ମାସ୍କ ଓ ସାମାଜିକ ଦୂରତ୍ବ ଉପରେ ଗୁରତ୍ବ ଦେଇ ଅମାନିଆଙ୍କ ଠାରୁ ଫାଇନ କଟାଯାଉଛି।

୭୨ ଘଣ୍ଟା ପାଇଁ ସର୍ବପୁରାତନ ବଜାର ବନ୍ଦ

ତେବେ, ସହରର ସର୍ବପୁରାତନ ବଜାରରେ କିଛି ଦୋକାନୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଫଳରେ ବଜାରକୁ ପରିଚାଳନା କରୁଥିବା ରାହସ ପୂଜା କମିଟି ପକ୍ଷରୁ ସୋମବାର ଠାରୁ ୭୨ ଘଣ୍ଟା ପାଇଁ ବଜାରକୁ ବନ୍ଦ କରାଯାଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବଜାରକୁ ବନ୍ଦ କରାଯାଇଥିବା କମିଟି ପକ୍ଷରୁ ପତ୍ର ମାଧ୍ୟମରେ ପ୍ରଶାସନକୁ ଜଣାଇ ଦିଆଯାଇଛି । ଏହାସହ ବଜାରକୁ ସାନିଟାଇଜ କରିବାକୁ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଛି ପୂଜା କମିଟି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.