ETV Bharat / state

ବଳଦ କିଣାବିକାକୁ ନେଇ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ବଳଦ କିଣାବିକାକୁ ନେଇ ଗ୍ରାମର ଏକ ବୃଦ୍ଧଙ୍କୁ(କାଦେ ମାଝୀ) ସେହି ଗ୍ରାମର କିଛି ଲୋକ ପିଟିପିଟି ହତ୍ୟା କରିଥିବା ମୃତକଙ୍କ ପୁଅ ଫାଗୁ ମାଝୀ ଅଭିଯୋଗ କରିଛନ୍ତି ।

author img

By

Published : Jul 27, 2019, 11:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲା ପାଟଣା ଥାନା ଫୁଲପାହାଡଇ ଗ୍ରାମର ଭାଲୁଘରା ସାହିରେ ଅଭାବନୀୟ ଘଟଣା । ଗ୍ରାମର କାଦେ ମାଝୀ ନାମକ ଏକ ବୃଦ୍ଧଙ୍କୁ ସେହି ଗ୍ରାମର କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି । ଏ ନେଇ ମୃତକଙ୍କ ପୁଅ ଫାଗୁ ମାଝୀ ଅଭିଯୋଗ କରିଛନ୍ତି ।

ତେବେ ଏକ ବଳଦ କିଣାବିକାକୁ ନେଇ ଗ୍ରାମରେ ଗୁରୁବାରରେ ରାତିରେ ସଭା ବସିଥିଲା । ବଳଦକୁ ନେଇ କାଦେଙ୍କୁ ଗ୍ରାମବାସୀ ଟଙ୍କା ମାଗିଥିଲେ । ଗ୍ରାମବାସୀଙ୍କ ସର୍ତ୍ତ ମୁତାବକ 16 ହଜାର ଟଙ୍କା ମାଗିଥିଲେ । ମାତ୍ର ସେ 8 ହଜାର ଟଙ୍କା ଦେଇଥିଲେ । ଯାହାକୁ ନେଇ ଗ୍ରାମରେ ଏକ ସଭା ବସିଥିଲା । ଆଉ ସଭା ପରେ ତାଙ୍କୁ ପିଟି ପିଟି ହତ୍ୟା କରି ଘର ପାଖରେ ପକାଇ ଦେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସକାଳୁ ଘର ଲୋକେ ତାଙ୍କ ମୃତଦେହକୁ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ବଳଦ କୁ ନେଇ ହତ୍ୟାକାଣ୍ଡ ବୃଦ୍ଧ ଙ୍କୁ ପିଟିପିଟି ହତ୍ୟା ଅଭିଯୋଗBody:

ଆଙ୍କର- କେନ୍ଦୁଝର ଜିଲ୍ଲା ପାଟଣା ଥାନା ଫୁଲପାହାଡ଼ି ସାହି ଭାଲୁଘରା ସାହି ରେ ଘଟିଛି ଏକ ଅଭାବନୀୟ ଘଟଣା ।ସାହିର କାଦେ ମାଝୀ ଙ୍କୁ ଗ୍ରାମର କିଛି ଲୋକ ପିଟିପିଟି ହତ୍ୟା କରିଥିବା ମୃତକ ଙ୍କ ପୁଅ ଫାଗୁ ମାଝୀ ଅଭିଯୋଗ କରିଛନ୍ତି। ଏକ ବଳଦ କୁ ନେଇ ଗ୍ରାମରେ ଗୁରୁବାର ରାତି ସଭା ବସିଥିଲା ବଳଦ କୁ ନେଇ କାଦେଙ୍କୁ ଗ୍ରାମବାସୀ ଟଙ୍କା ମାଗିଥିଲେ ଗ୍ରାମବାସୀଙ୍କ ସର୍ତ୍ତ ମୁତାବକ କାଦେ ୮ ହଜାର ଟଙ୍କା ଦେଇଥିଲେ କିନ୍ତୁ ଗ୍ରାମବାସୀ ୧୬ ହଜାର ଟଙ୍କା ଦେବାକୁ କାଦେ ଙ୍କୁ କହିଥିଲେ। ଏହାକୁ ନେଇ ଗ୍ରାମରେ ଏକ ସଭା ବସିଥିଲେ ସଭା ପରେ ତାଙ୍କୁ ପିଟି ପିଟି ହତ୍ୟା କରି ଘର ପାଖରେ ପକାଇ ଚାଲିଯାଇଥିଲେ ସକାଳୁ ଘର ଲୋକେ ଦେଖି ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.