ETV Bharat / state

ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧଙ୍କ ଆତ୍ମହତ୍ୟା

author img

By

Published : Sep 18, 2020, 4:28 PM IST

Updated : Sep 18, 2020, 4:34 PM IST

କେନ୍ଦୁଝର ଘଷିପୁରା ଥାନା ଶୈଲଙ୍ଗରେ ଅଘଟଣ । ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧଙ୍କ ଆତ୍ମହତ୍ୟା । ଅଧିକ ପଢନ୍ତୁ...

ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧଙ୍କ ଆତ୍ମହତ୍ୟା
ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧଙ୍କ ଆତ୍ମହତ୍ୟା

ଆନନ୍ଦପୁର: ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧଙ୍କ ଆତ୍ମହତ୍ୟା । ଘଟଣା ଘଟିଛି କେନ୍ଦୁଝର ଘଷିପୁରା ଥାନା ଶୈଲଙ୍ଗରେ ।

ଶୁକ୍ରବାର ସକାଳୁ ଆନନ୍ଦପୁର ମ୍ୟୁନିସିପାଲଟି ୧୬ ନଂ ୱାର୍ଡ଼ର ବାବାଜୀ ପାତ୍ର ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ଥିବା ଏକ ଗଛରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗତ କିଛି ଦିନ ହେବ ସେ ଘରେ କଳି ଝଗଡ଼ା ଯୋଗୁଁ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସ୍ଥାନୀୟ ଲୋକେ ବାବାଜୀ ପାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛି । ଏଥିସହ ମାମଲାର ତଦନ୍ତ ଆରମ୍ଭ କରିଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Sep 18, 2020, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.