ETV Bharat / state

କେନ୍ଦୁଝରରେ ନୋଡାଲ ଅଫିସରଙ୍କ 'ମୋ ସରକାର' କାର୍ଯ୍ୟକାରୀ ସମୀକ୍ଷା - 'ମୋ ସରକାର' କାର୍ଯ୍ୟକାରୀ ସମୀକ୍ଷା କଲେ ମୋନା ଶର୍ମା

'ମୋ ସରକାର' ଯୋଜନାର କାର୍ଯ୍ୟକାରିତାକୁ ନେଇ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । କେନ୍ଦୁଝରରେ 5T ସଚିବଙ୍କ ପରେ ପରେ ଦୁଇ ଦିନିଆ ଗସ୍ତରେ ଅଛନ୍ତି କେନ୍ଦୁଝର ନୋଡାଲ ଅଫିସର ମୋନା ଶର୍ମା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 15, 2019, 3:47 PM IST

Updated : Oct 15, 2019, 5:07 PM IST

କେନ୍ଦୁଝର: 5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପରେ କେନ୍ଦୁଝର ନୋଡାଲ ଅଫିସରଙ୍କ କେନ୍ଦୁଝର ଗସ୍ତ । ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଆଜି ସ୍ଥାନୀୟ ଦରବାର ହଲ ଠାରେ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସବୁଠି 'ମୋ ସରକାର' କାର୍ଯ୍ୟକ୍ରମ ଠିକ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ସେ ଦିଗରେ ବ୍ୟାପକ ସମୀକ୍ଷା ଚାଲୁଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ, ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ସମୀକ୍ଷା ପରେ ଡ.ଶର୍ମା ଘଟଗାଁ, ଆନନ୍ଦପୁର ବ୍ଲକ ସମୀକ୍ଷା କରିବା ସହ ଆନନ୍ଦପୁର ବନଖଣ୍ଡ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ମୁଖ୍ୟଚିକିତ୍ସାଳୟ ସହ ସଦର, ଯୋଡା ଓ ଝୁମ୍ପୁରା ବ୍ଲକରେ ଚାଲୁଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୋନା ଶର୍ମା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ଜଙ୍ଗଲ ସଚିବBody:
ଆଙ୍କର- ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତରେ ଆସି ପହଞ୍ଚିଛନ୍ତି ଡ଼ ମୋନା ଶର୍ମା । ମୋନା ଶର୍ମା ଜଙ୍ଗଲ ସଚିବ ସହ କେନ୍ଦୁଝର ଜିଲ୍ଲା ପାଇଁ ନୋଡାଲ ଅଫିସର ଦାଇତ୍ଵରେ ଅଛନ୍ତି । ଗତକାଲି ଡ଼ ଶର୍ମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଵ୍ୟଵସ୍ଥା ପରିଦର୍ଶନ କରିବା ସହ ସଦର, ଯୋଡ଼ା ଓ ଝୁମ୍ପୁରା ବ୍ଲକରେ ଚାଲୁ ଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ସ୍ଥାନୀୟ ଦରବାର ହଲ ଠାରେ ଡ଼ ଶର୍ମା ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ମୋ ସରକାର ଯୋଜନାରେ କାର୍ଯ୍ୟ କିପରି ସଠିକ ହେବ ସେ ନେଇ ବ୍ୟାପକ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ , ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ସମୀକ୍ଷା ପରେ ଡ଼ ଶର୍ମା ଘଟଗାଁ, ଆନନ୍ଦପୁର ବ୍ଲକ ସମୀକ୍ଷା କରିବା ସହ ଆନନ୍ଦପୁର ବନଖଣ୍ଡର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
ବାଇଟ- ଆଶିଷ ଠାକରେ ( ଜିଲ୍ଲାପାଳ)Conclusion:
Last Updated : Oct 15, 2019, 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.