ETV Bharat / state

ମାନିଆ କଲା ସାବିତ୍ରୀ ବ୍ରତ ମାର୍କେଟିଂ, ଭୁଲିଗଲେ ସାମାଜିକ ଦୂରତା - ଭୁଲିଗଲେ ସାମାଜିକ ଦୂରତା

କେନ୍ଦୁଝର ସହରରେ ଗୁରୁବାର ସାବିତ୍ରୀ ମାର୍କଟରେ ବେଶ୍‌ ଭିଡ ଦେଖିବାକୁ ମିଳିଥିଲା । ଟାଉନ ପୋଲିସ ପହଁଚି ଭିଡକୁ ଘଉଡାଇବାକୁ ଦେଖିବାକୁ ମିଳିଥିଲା । ଏହି ଭିଡ ହଟେଇବା ସହ ନିୟମ ଭଙ୍ଗ କରିଥିବା ବାଇକ ଚାଳକଙ୍କ ଠାରୁ ଫାଇନ ଆଦାୟ କରିଥିଲା ।

ଲୋକଙ୍କୁ ମାନିଆ କଲା ସାବିତ୍ରୀ ବ୍ରତ ମାର୍କେଟିଂ,  ଭୁଲିଗଲେ ସାମାଜିକ ଦୂରତା

author img

By

Published : May 21, 2020, 6:58 PM IST

Updated : May 21, 2020, 8:08 PM IST

କେନ୍ଦୁଝର: ଆସନ୍ତାକାଲି ଅର୍ଥାତ୍‌ 22 ତାରିଖରେ ସାବିତ୍ରୀ ବ୍ରତ । ଏଥିପାଇଁ କେନ୍ଦୁଝର ସହରରେ ଗୁରୁବାର ସାବିତ୍ରୀ ମାର୍କଟରେ ବେଶ୍‌ ଭିଡ ଦେଖିବାକୁ ମିଳିଥିଲା । କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ସରକାର ଲକଡାଉନ ଘୋଷଣା କରିବା ସହ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ ସାମାଜିକ ଦୂରତ୍ବକୁ ଫୁ କରିଥିବା କେନ୍ଦୁଝର ସହରରେ ଦେଖିବାକୁ ମିଳିଥିଲା ।

ମାନିଆ କଲା ସାବିତ୍ରୀ ବ୍ରତ ମାର୍କେଟିଂ, ଭୁଲିଗଲେ ସାମାଜିକ ଦୂରତା

ସହର ମଧ୍ୟରେ ସାବିତ୍ରୀ ବ୍ରତ ପାଇଁ ଫଳ କିଣାବିକା ବେଳେ ଦୋକାନରେ ଭିଡ ଦେଖିବାକୁ ମିଳିଥିଲା । ସହରରେ ଏଭଳି ଭିଡ ବୃଦ୍ଧିକୁ ଦେଖି ଟାଉନ ପୋଲିସ ପହଁଚି ଭିଡକୁ ଘଉଡାଇବାକୁ ଦେଖିବାକୁ ମିଳିଥିଲା । ଏହି ଭିଡ ହଟେଇବା ସହ ନିୟମ ଭଙ୍ଗ କରିଥିବା ବାଇକ ଚାଳକଙ୍କ ଠାରୁ ଫାଇନ ଆଦାୟ କରିଥିଲା । ଫାଇନ ଆଦାୟ କରି ପୋଲିସ ପଳେଇଗଲା ପରେ ପୂର୍ବଭଳି ଭିଡ଼ ପରିଲକ୍ଷିତ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : May 21, 2020, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.