ETV Bharat / state

କେନ୍ଦୁଝର ଗସ୍ତରେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା

author img

By

Published : Nov 26, 2019, 9:08 PM IST

କେନ୍ଦୁଝର ଜିଲ୍ଲା ଗସ୍ତରେ 'ମୋ ସ୍କୁଲ" ଅଧ୍ୟକ୍ଷ ସୁସ୍ମିତା ବାଗଚି । ମୋ ସ୍କୁଲ କାର୍ଯ୍ୟକ୍ରମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

mo-school-chairman-visit-keonjahar-district
ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ମୋ ସ୍କୁଲ ଅଭିଯାନର ଅଧକ୍ଷାଙ୍କ କେନ୍ଦୁଝର ଗସ୍ତ। ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚି ଦିନିକିଆ ଗସ୍ତରେ ଆସିଥିଲେ । କେନ୍ଦୁଝର ଜିଲ୍ଲାରେ ମୋ ସ୍କୁଲ ଅଭିଯାନ ଦ୍ବାରା କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକୁ ତଦାରଖ କରିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ କରାଯାଇଥିବା 'ମୋ ସ୍କୁଲ' କାର୍ଯ୍ୟକ୍ରମ ବିଦ୍ୟାଳୟର ବିଭିନ୍ନ ଉନ୍ନୟମମୂଳକ ବିକାଶ କ୍ଷେତ୍ରରେ ସାହାଯ୍ୟ କରିଛି । ନିଜର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହିତ ଯୋଗାଯୋଗ କରାଇବା ଏବଂ ଭାବନାତ୍ମକ ସଂପର୍କକୁ ନେଇ ଗଠନମୂଳକ କାର୍ଯ୍ୟ କରିବା ହେଉଛି ମୋ ସ୍କୁଲ କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ।

କେନ୍ଦୁଝର ଗସ୍ତରେ ଆସି ମୋ ସ୍କୁଲ ଅଧ୍ୟକ୍ଷା ବାଗଚି ପ୍ରଥମେ ଡିଏନ ହାଇସ୍କୁଲ ଠାରେ ଏକ ପାନୀୟ ଜଳ ବିଶୋଧନାଗାର କୁ ଉଦଘାଟନ କରିଥିଲେ । ଏହି ବିଶୋଧନାଗାରକୁ ମୋ ସ୍କୁଲ ଅଭିଯାନ ଅଧିନରେ ନିର୍ମିତ କରାଯାଇଛି । ଏହା ପରେ ବାଗଚି ମୋ ସ୍କୁଲ ଦ୍ବାରା ପ୍ରଦତ୍ତ ସ୍ମାର୍ଟ କ୍ଲାସରେ ପିଲାଙ୍କ ସହ କିପରି ଶିକ୍ଷା ପ୍ରଦାନ କାରାଯାଉଛି ବସି ଦେଖିଥିଲେ । ବାଗଚି ପରେ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଜିଲ୍ଲାରେ ମୋ ସ୍କୁଲ ଅଭିଯାନ କିପରି ଚାଲିଛି ତାର ସମୀକ୍ଷା କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:ମୋ ସ୍କୁଲ ଅଭିଯାନର ଅଧକ୍ଷଙ୍କ କେନ୍ଦୁଝର ଗ୍ରସ୍ତ
ଆଙ୍କର- ମୋ ସ୍କୁଲ ଅଭିଯାନର ଅଧକ୍ଷ ସୁସ୍ମିତା ବାଗଚି ଦିନିକିଆ କେନ୍ଦୁଝର ଗ୍ରସ୍ତରେ ଆସିଥିଲେ । ଏହି ଗ୍ରସ୍ତରେ ଆସି ବାଗଚି ପ୍ରଥମ ଡିଏନ ହାଇସ୍କୁଲ ଠାରେ ଏକ ପାନୀୟ ଜଳ ବିଶୋଧନାଗାର କୁ ଉଦଘାଟନ କରିଥିଲେ । ଏହି ବିଶୋଧନାଗାରକୁ ମୋ ସ୍କୁଲ ଅଭିଯାନ ଦ୍ୱାରା ଖର୍ଚ୍ଚ ରେ ନିର୍ମିତ ହୋଇଛି । ଏହା ପରେ ବାଗଚି ମୋ ସ୍କୁଲ ଦ୍ୱାରା ପ୍ରଦତ୍ତ ସ୍ମାର୍ଟ କ୍ଲାସରେ ପିଲାଙ୍କ ସହ କିପରି ଶିକ୍ଷା ପ୍ରଦାନ କାରାଯାଉଛି ବସି ଦେଖିଥିଲେ । ଶ୍ରୀମତୀ ବାଗଚି ପରେ ଜିଲ୍ଲାପାଳଙ୍କ ମିନି କନ୍ଫରେନ୍ସ ହଲରେ ଜିଲ୍ଲାରେ ମୋ ସ୍କୁଲ ଅଭିଯାନ କିପରି ଚାଲିଛି ତାର ସମୀକ୍ଷା କରିଥିଲେ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.