ETV Bharat / state

ବିବାହ ବେଦୀରେ ହର ପାର୍ବତୀ - ବିବାହ

କେନ୍ଦୁଝର ଜିଲ୍ଲାର ସର୍ବପ୍ରାଚୀନ ଶୈବପୀଠ ବାବା ଝାଡେଶ୍ୱରଙ୍କର ବିବାହ ଉତ୍ସବ ନେଇ ଉତ୍ସବ ମୁଖର ହୋଇ ଉଠିଛି ପୀଠ ।

ଫଟୋ ସୌଜନ୍ଯ: ପ୍ରତିନିଧି, ଆନନ୍ଦପୁର
author img

By

Published : Jun 7, 2019, 11:45 PM IST

ଆନନ୍ଦପୁର: ଆଜି ହେଉଛି ପବିତ୍ର ଶୀତଳ ଷଷ୍ଠୀ । ଦେବ ଦେବ ମହାଦେବ ଶିବ ଓ ମାତା ପାର୍ବତୀ ଦେବୀଙ୍କ ବିବାହ ଉତ୍ସବ ସମସ୍ତ ଶୈବପୀଠ ଗୁଡିକରେ ପାଳନ କରାଯାଉଛି । ଏଥିପାଇଁ ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି ।

ଭଡ଼ିଓ ସୌଜନ୍ଯ: ପ୍ରତିନିଧି, ଆନନ୍ଦପୁର

ସେହିପରି କେନ୍ଦୁଝର ଜିଲ୍ଲାର ସର୍ବପ୍ରାଚୀନ ଶୈବପୀଠ ବାବା ଝାଡେଶ୍ୱରଙ୍କର ବିବାହ ଉତ୍ସବ ନେଇ ଉତ୍ସବ ମୁଖର ହୋଇ ଉଠିଛି ପୀଠ । ବଡ ଧୁମଧାମରେ ପାଳିତ ହେଉଛି ମହାଦେବଙ୍କ ବିବାହ ।

ବାବା ଡ଼ମ୍ବରୁଧର ବରବେଶ ହୋଇ ପାଲଙ୍କିରେ ବସିଥିବା ବେଳେ ପାରମ୍ପରିକ ଘୋଡା ନାଚ ଓ ମୃଦଙ୍ଗ ଝାଞ୍ଜର ତାଳେ ତାଳେ ନାଚୁଛନ୍ତି ବରଯାତ୍ରୀ । ରୋଷଣୀ ବାଜା ସାଙ୍ଗକୁ ବାଣରେ କମ୍ପୁଛି ସାରା ଆନନ୍ଦପୁର ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.