ETV Bharat / state

ସାନିଟାଇଜ ହେଲା ଘଟଗାଁ ମା ତାରିଣୀ ମନ୍ଦିର ପରିସର - ମା ତାରିଣୀଙ୍କ ମନ୍ଦିର ବିଶୋଧନ କଲା ଅଗ୍ନିଶମ ବିଭାଗ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘଟଗାଁର ମା ତାରିଣୀ ମନ୍ଦିର ପରିସରକୁ ବିଶୋଧନ କରାଯାଇଛି । ଘଟଗାଁ ଅଗ୍ନିଶମ ବିଭାଗ ମନ୍ଦିର ଏହି ବିଶୋଧନ କରିଛି । ଅଧିକ ପଢନ୍ତୁ...

MAA TARINI TEMPLE SANITIZED BY GHATGAON ADMINISTRATION
ମା ତାରିଣୀଙ୍କ ମନ୍ଦିର ବିଶୋଧନ କଲା ଅଗ୍ନିଶମ ବିଭାଗ
author img

By

Published : Apr 12, 2020, 5:45 PM IST

କେନ୍ଦୁଝର: କୋରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଚିକିତ୍ସା ବ୍ୟବସ୍ଥା ଓ ସ୍ବଚ୍ଛତାକୁ ବିଶେଷ ଧ୍ୟାନ ଦିଆଯାଉଛି । ସ୍ବଚ୍ଛତା ପାଇଁ ସରକାର ରାଜ୍ୟର ପ୍ରମୁଖ ଜନଗହଳି ସ୍ଥାନ ଗୁଡିକୁ ବିଶୋଧନ କରୁଛନ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘଟଗାଁର ମା ତାରିଣୀ ମନ୍ଦିର ପରିସରକୁ ବିଶୋଧନ କରାଯାଇଛି । ଘଟଗାଁ ଅଗ୍ନିଶମ ବିଭାଗ ମନ୍ଦିର ପରିସରରେ ଏହି ବିଶୋଧନ କରିଛି ।

ମା ତାରିଣୀଙ୍କ ମନ୍ଦିର ବିଶୋଧନ କଲା ଅଗ୍ନିଶମ ବିଭାଗ

ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ମା ତାରିଣୀଙ୍କ ଚଇତି ପର୍ବ ଥିବା ସତ୍ତ୍ବେ ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ମନ୍ଦିର ପରିସର ସର୍ବଦା ଜନଗହଳି ପୂର୍ଣ୍ଣ ରହୁଥିବାରୁ ସତର୍କତା ମୂଳକ ମନ୍ଦିର ଚାରିପାଖରେ ବିଶୋଧନ କରାଯାଇଛି । ଆଗାମୀ ଦିନରେ ଘଟଗାଁ ବଜାରର ବିଭିନ୍ନ ସ୍ଥାନରେ ବିଶୋଧନ କରାଯିବ ବୋଲି ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.