ETV Bharat / state

ନିଶା ଦେଇ ବ୍ୟବସାୟୀଙ୍କ ଠାରୁ ଲୁଟ ! - ଲୁଟି ନେଲେ ଦୁର୍ବୁତ୍ତ

ଚା ରେ ନିଶା ଦେଇ ମନଇଛା ଲୁଟି ନେଲେ ଦୁର୍ବୁତ୍ତ । ଗପରେ ବହୁ ଖୋଜାଖୋଜି ପରେ ଟ୍ରେନ୍ ଲାଇଲ ନିକଟରୁ ଉଦ୍ଧାର କରିଛନ୍ତି ପରିବାର ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Oct 29, 2019, 4:06 AM IST

Updated : Oct 29, 2019, 6:48 AM IST

ଆନନ୍ଦପୁର: ଘଷିପୁରା ଥାନା ମଙ୍ଗଳପୁର ଗାଁର ଜଣେ ବ୍ୟବସାୟୀଙ୍କୁ ନିଶାଦେଇ ଲୁଟିନେଲେ ଦୁର୍ବୁତ୍ତ । ବ୍ୟବସାୟୀଙ୍କ ରବିନ୍ଦ୍ର କୁମାର ସାହୁଙ୍କୁ ନିଶା ଦେଇ କିଛି ଦୁର୍ବୁତ୍ତ ଲୁଟ କରିଥିବା ଅଭିଯୋଗ ହୋଇଛି। ଏନେଇ ରବିନ୍ଦ୍ର ସୋମବାର ଦୈତାରି ଥାନା ଅଧିନ ବ୍ରହ୍ମଣିପାଳ ହାଟକୁ ନିଜ ବ୍ୟବସାୟ ସାମଗ୍ରୀ ଧରି ଯାଇଥିଲେ।

ନିଶା ଦେଇ ବ୍ୟବସାୟୀଙ୍କ ଠାରୁ ଲୁଟ

ହାଟରେ ଦୋକାନ ଖୋଲିବା ପୂର୍ବରୁ କିଛି ଦୁର୍ବୁତ୍ତ ତାଙ୍କୁ ଚା' ରେ ନିଶା ଦେଇ ନିକଟସ୍ଥ ରେଳ ଲାଇନkg vsF ନେଇ ଲୁଟପାଟ କରିଥିଲେ। ଦୀର୍ଘ ସମୟ ଧରି ରବିନ୍ଦ୍ର ହାଟକୁ ନଫେରିବାରୁ ସନ୍ଦେହକରି ଅନ୍ୟ ବ୍ୟବସାୟୀ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ବୋହୁ ଖୋଜାଖୋଜି କରି ଦୀର୍ଘ ଚାରିଘଣ୍ଟା ପରେ ରେଳ ଧାରଣା ନିକଟରୁ ମୁମୂର୍ଷୁ ଅବସ୍ଥାରେ ରବିନ୍ଦ୍ରକୁ ପାଇଥିଲେ। ପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
Slug-ନିଶା ଦେଇ ବ୍ୟବସାୟ ଙ୍କ ଠାରୁ ଲୂଟ ଅଭିଯୋଗ।
ଆଙ୍କର-ଘଷିପୁରା ଥାନା ମଙ୍ଗଳପୁର ଗାଁର ଜଣେ ବ୍ୟବସାୟୀ ରବିନ୍ଦ୍ର କୁମାର ସାହୁ ଙ୍କୁ ନିଶା ଦେଇ କିଛି ଦୁର୍ବୁତ୍ତ ଲୁଟ କରିଥିବା ଅଭିଯୋଗ ହୋଇଛି।ରବିନ୍ଦ୍ର ଆଜି ଦୈତାରି ଥାନା ଅଧିନ ବ୍ରହ୍ମଣିପାଳ ହାଟକୁ ନିଜ ବ୍ୟବସାୟ ସାମଗ୍ରୀ ଧରି ଯାଇଥିଲେ।ହାଟରେ ଦୋକାନ ଖୋଲିବା ପୂର୍ବରୁ କେହି ଦୁର୍ବୁତ୍ତ ତାଙ୍କୁ ଚା ରେ ନିଶା ଦେଇ ନିକଟସ୍ଥ ରେଳ ଲାଇନ ଆଡେ ନେଇ ଲୁଟପାଟ କରିଥିଲେ। ଦିର୍ଘ ସମୟ ଧରି ରବିନ୍ଦ୍ର ଆଉ ହାଟକୁ ନଫେରିବାରୁ ସନ୍ଦେହ ଅନ୍ୟ ବ୍ୟବସାୟୀ ପରିବାର ଲୋକଙ୍କୁ ଖବର କରିଥିଲେ।ପରିବାର ଲୋକେ ବୋହୁ ଖୋଜାଖୋଜି କରି ଦୀର୍ଘ ଚାରିଘଣ୍ଟା ପରେ ରେଳ ଧାରଣା ନିକଟରୁ ମୁମୂର୍ଷୁ ଅବସ୍ଥାରେ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।Body:XConclusion:X
Last Updated : Oct 29, 2019, 6:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.