ETV Bharat / state

ଜମି ଜବରଦଖଲ ହଟେଇବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଭୂମିହୀନ ଗ୍ରାମବାସୀ - କେନ୍ଦୁଝର ଜମି ଜବରଦଖଲ ଖବର

ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ଚାଳିଶରୁ ଊର୍ଦ୍ଧ୍ବ ଗ୍ରାମବାସୀ ଜମି ଜବରଦଖଲ ହଟେଇବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଜମି ଜବରଦଖଲ ହଟେଇବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଭୂମିହୀନ ଗ୍ରାମବାସୀ

author img

By

Published : Oct 13, 2020, 10:26 PM IST

କେନ୍ଦୁଝର: ଜମି ଜବରଦଖଲ ହଟେଇବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଭୂମିହୀନ ଗ୍ରାମବାସୀ । ସରକାର ଭୂମିହୀନ ଥିବା ଗ୍ରାମବାସୀଙ୍କୁ ପଟ୍ଟା ପ୍ରଦାନ କରିଥିଲେ । ପଟ୍ଟାଥିବା ଜମି ଉପରେ ଜଣେ ପ୍ରଭାବଶାଳୀ ଲୋକ ଚାଷ କରୁଛି। ତାକୁ ଯେତେ କହିଲେ ବି ସେ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଜମି ଜବରଦଖଲ ହଟେଇବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଭୂମିହୀନ ଗ୍ରାମବାସୀ

ସୂଚନା ଅନୁଯାୟୀ ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ଚାଳିଶରୁ ଊର୍ଦ୍ଧ୍ବ ଗ୍ରାମବାସୀ । ଏନେଇ ସେମାନେ ଥାନା, ତହସିଲ ଆଦିରେ ଅଭିଯୋଗ କରିଥିଲେ ମଧ୍ୟ ତାର କିଛି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ସେଠାରୁ ନିରାଶ ହେବା ପରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଉକ୍ତ ପ୍ରଭାବଶାଳୀ ବ୍ୟକ୍ତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.