ETV Bharat / state

ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ଶ୍ରମିକଙ୍କ ବିକ୍ଷୋଭ

ନିର୍ମାଣ ଶ୍ରମିକଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ମନୋଭାବର ପ୍ରତିବାଦ କରି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Aug 22, 2019, 2:53 PM IST

କେନ୍ଦୁଝର: ନିର୍ମାଣ ଶ୍ରମିକଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ମନୋଭାବର ପ୍ରତିବାଦ କରି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ନିର୍ମାଣ ଶ୍ରମିକଙ୍କ ପରିବାରକୁ ମିଳୁଥିବା ପେନସନ, ଛାତ୍ରଛାତ୍ରୀ ସହାୟତା ଆଦି ବନ୍ଦ କରିବାକୁ ବସିଲେଣି । ନୂଆ ବୋର୍ଡ ମଧ୍ୟ ଗଠନ କରୁ ନାହାଁନ୍ତି ।

ଯାହାକୁ ନେଇ କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଲେବର କୋର୍ଡ଼କୁ ବାତିଲ, ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ ପକ୍ରିୟା ଶେଷ ଦାବିରେ ସିଟୁ ସହ ଅନୁବନ୍ଧିତ ଓଡିଶା କନଷ୍ଟ୍ରକସନ ୱାକ୍ରର୍ସ ୟୁନିଅନ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲେ । ଆଗାମୀ ଦିନରେ ଦାବି ଗୁଡିକ ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ ଓ ବେନିଫିଟ ଦାବିରେ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭBody:
ଆଙ୍କର-ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିର୍ମାଣ ଶ୍ରମିକଙ୍କ ସୁବିଧା ସୁଯୋଗ ହ୍ରାସ କରିବାରେ ଲାଗିଛନ୍ତି । ନିର୍ମାଣ ଶ୍ରମିକ ଙ୍କ ପରିବାର କୁ ମିଳୁଥିବା ପେନସନ, ଛାତ୍ର ଛାତ୍ରୀ ସହାୟତା ଆଦି ବନ୍ଦ କରିବାକୁ ବସିଲେଣି । ନୂଆ ବୋର୍ଡ ମଧ୍ୟ ଗଠନ କରୁନାହାନ୍ତି । କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଲେବର କୋର୍ଡ଼ କୁ ବାତିଲ, ଶ୍ରମ କାର୍ଯ୍ୟାଳୟ ରେ ପଞ୍ଜିକରଣ ପକ୍ରିୟା ଶେଷ ଦାବିରେ ସିଟୁ ସହ ଅନୁବନ୍ଧିତ ଓଡିଶା କନଷ୍ଟ୍ରକସନ ୱାକ୍ରର୍ସ ୟୁନିଅନ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ସ୍ଥାନୀୟ ସରକାରୀ ବସ ଷ୍ଟାଣ୍ଡ ରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲେ । ଆଗାମୀ ଦିନରେ ଦାବି ଗୁଡିକ ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।
ବାଇଟ-୧-ପୂର୍ଣ୍ଣଚନ୍ଦ୍ର ରାଉତ( ଉପସଭାପତି, ସିଟୁ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.