ETV Bharat / state

ରକ୍ତଦାନ କରି ଶ୍ରମିକ ଦିବସ ପାଳିଲେ TPNODL କର୍ମଚାରୀ ସଂଘ - ଆନ୍ତର୍ଜାତିକ ଶ୍ରମିକ ଦିବସ

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ । ଏହି ଦିବସକୁ ନିଆରା ଭାବେ ପାଳନ କରିଛନ୍ତି ଟିପିଏନଓଡିଏଲ(TPNODL) କର୍ମଚାରୀ ସଂଘ । ଅଧିକ ପଢନ୍ତୁ

ରକ୍ତଦାନ କରି ଶ୍ରମିକ ଦିବସ ପାଳିଲେ TPNODL କର୍ମଚାରୀ ସଂଘ

author img

By

Published : May 1, 2022, 1:58 PM IST

କେନ୍ଦୁଝର: ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ । ଏହି ଦିବସଟି ଶ୍ରମିକ ମାନଙ୍କ ପାଇଁ ଉତ୍ସର୍ଗୀକୃତ କରିଛି ମିଳିତ ଜାତିସଂଘ । ଆଜିର ଦିବସକୁ ସାରା ଦେଶରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ଧୁମଧାମରେ ପାଳନ କରାଯାଉଛି । ଏହି ଦିବସକୁ ନିଆରା ଭାବେ ପାଳନ କରିଛନ୍ତି ଟିପିଏନଓଡିଏଲ(TPNODL) କର୍ମଚାରୀ ସଂଘ ।

ରକ୍ତଦାନ କରି ଶ୍ରମିକ ଦିବସ ପାଳିଲେ TPNODL କର୍ମଚାରୀ ସଂଘ

କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ ବଢି ଚାଲିଥିବାବେଳେ ରକ୍ତ ଜନିତ ସମସ୍ୟା ସୃଷ୍ଟି ହୋଇଛି । ଏହି ରକ୍ତ ଜନିତ ସମସ୍ୟାକୁ ଲକ୍ଷ କରି ସଙ୍ଘ କର୍ମଚାରୀଙ୍କ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରକୁ ସାଧାରଣରେ ପ୍ରଶଂସା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.