ETV Bharat / state

ଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ର

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ର
ଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ରଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ର
author img

By

Published : Jun 8, 2021, 2:27 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏବେ ରାଜ୍ୟରେ ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ଼ ଟିକା ଦିଆଯାଉଛି | କିନ୍ତୁ ରାଜ୍ୟ ସରକାରଙ୍କ ଲୋଗୋ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ଟୋକନ ଅଙ୍ଗନଓ୍ବାଡୀ କର୍ମୀଙ୍କ ଦ୍ଵାରା ଘର ଘର ବୁଲି ବଣ୍ଟାଯାଉଛି | ତେବେ ଏହାକୁ ବିରୋଧ କରିଛି ଜିଲ୍ଲା ବିଜେପି ।

ଟିକାକୁ ନେଇ ବିବାଦ, ଉପଜିଲ୍ଲାପାଳଙ୍କୁ କେନ୍ଦୁଝର ଜିଲ୍ଲା ବିଜେପିର ଦାବିପତ୍ର

ଆଜି ଦଳ ପକ୍ଷରୁ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ ଓ ବିଜେପି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଆଲୋକ ସେଠୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଟୋକନରେ ରାଜ୍ୟ ସରକାରଙ୍କ ଲୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହଟାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଚେତାବନୀ ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.