ETV Bharat / state

୮ ରୁ ୧୬ ଜାନୁଆରୀ ବନ୍ଦ ରହିବ ଜିଲ୍ଲା ଦୌରା ଜଜ୍ କୋର୍ଟ

ଜାନୁଆରୀ 8 ତାରିଖରୁ କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ବନ୍ଦ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ନିଷ୍ପତ୍ତି ନେଲା ଜିଲ୍ଲା ଦୌରା ଜଜ୍ । ଅଧିକ ପଢନ୍ତୁ

author img

By

Published : Jan 7, 2022, 10:26 PM IST

Updated : Jan 7, 2022, 10:44 PM IST

୮ ରୁ ୧୬ ଜାନୁଆରୀ ପର୍ୟ୍ଯନ୍ତ ବନ୍ଦ ରହିବ ଜିଲ୍ଲା ଦୌରା ଜଜ୍ କୋର୍ଟ

କେନ୍ଦୁଝର: ଆସନ୍ତାକାଲି(ଶନିବାର) ଜାନୁଆରୀ 8 ତାରିଖରୁ କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ବନ୍ଦ ରହିବ । କୋଭିଡ କଟକଣା ବୃଦ୍ଧି ପାଉଥିବାରୁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରଖିବାକୁ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଉଛି ।

ଦିନକୁ ଦିନ କୋରୋନାର ତୃତୀୟ ଲହର ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୋର୍ଟ ପରିସରରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ସାଧାରଣ ଲୋକଙ୍କ କାର୍ଯ୍ୟ ରହୁଛି । ଏହି ଜନଗହଳି ହେବା ଯୋଗୁଁ କୋର୍ଟ ପରିସରରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ଆଶଙ୍କାକୁ ଦେଖି କେନ୍ଦୁଝର ଜିଲ୍ଲା ଓକିଲ ସଂଘ ପକ୍ଷରୁ ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଦୌରା ଜଜ କୋର୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ୧୦ ଦିନ ମଧ୍ୟରେ କୋର୍ଟର ଅତ୍ୟାବଶ୍ୟକ କାର୍ଯ୍ୟ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଓକିଲ ସଙ୍ଘ ପକ୍ଷରୁ ସମ୍ପାଦକ ଆଲୋକ ମହାନ୍ତ ସୂଚନା ଦେଇଛନ୍ତି । ଏହି ୧୦ ଦିନ ମଧ୍ୟରେ କୋର୍ଟ ପରିସର ସାନିଟାଇଜ କରାଯିବ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jan 7, 2022, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.