ETV Bharat / state

ଇଗ୍ନୋରେ ପଢିବେ କଏଦୀ - ଖଣିଜ ସମ୍ପଦ ଭରା କେନ୍ଦୁଝର

ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର । ଆଉ ଏହି ଅଧିକାର ଯେମିତି ସମସ୍ତଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 6, 2019, 10:54 PM IST

କେନ୍ଦୁଝର: ଭିତ୍ତିଭୂମି ଅଭାବ ସାଙ୍ଗକୁ ବହୁ ସମସ୍ୟା ଯୋଗୁଁ ଆଜି ବି ବହୁ ଅଞ୍ଚଳରେ ଶିକ୍ଷା ପହଞ୍ଚିପାରି ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ) । ଖଣିଜ ସମ୍ପଦ ଭରା କେନ୍ଦୁଝରରେ ଥିବା ବିଭିନ୍ନ ସଂସ୍ଥା ସହ ବୁଝାମଣା କରିଛି ଇଗ୍ନୋ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏହି ସହୁ ସଂସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବ ଇଗ୍ନୋ । ଏହାସହ ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପରୀକ୍ଷା ଦେବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି । ଖାଲି ଏତିକି ନୁହେଁ ବିଭିନ୍ନ ମାମଲାରେ ଜେଲ ଦଣ୍ଡ ଭୋଗୁଥୁବା କଏଦୀଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରିବ ଇଗ୍ନୋ । ଏଥିପାଇଁ କେନ୍ଦୁଝର ମୁଖ୍ୟ କାରାଗାରରେ ଏକ ଷ୍ଟଡି ସେଣ୍ଟର ଖୋଳାଯିବାର ଯୋଜନା ଥିବା ଇଗ୍ନୋ କର୍ତ୍ତୃପକ୍ଷ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଅପହଞ୍ଚ ଅଞ୍ଚଳରେ ଆଦିବାସୀ ଙ୍କୁ ଶିକ୍ଷା ଯୋଗାଇବ ଇଗନୌBody:
ଆଙ୍କର- ଶିକ୍ଷା ପାଇବା ସମସ୍ତଙ୍କ ଅଧିକାର । ଆଜି ବି ବହୁ ଅଞ୍ଚଳ ଗମନା ଗମନ ଅସୁବିଧା ରୁ ଅପହଞ୍ଚ ହୋଇ ରହିଛି । ସେମାନଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ଲକ୍ଷ ରଖିଛି ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ । ଏହା ସାଙ୍ଗକୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ର ଛାତ୍ରୀ ଙ୍କୁ ମାଗଣା ଶିକ୍ଷାଦାନ ଦେବାପାଇଁ ଲକ୍ଷ ରଖିଛି ଇଗନୌ । ଏଥିପାଇଁ ବଣ ପାହାଡ଼ ଘେରା ଅପହଞ୍ଚ ଅଞ୍ଚଳରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ସହ ଅନୁବନ୍ଧିତ କରିଛି ଇଗନୌ ।କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଶିକ୍ଷା ନେଲା ପରେ ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ପରୀକ୍ଷା ଦେବାର ବ୍ୟବସ୍ଥା ଇଗନୌ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେଣ୍ଟର ପକ୍ଷରୁ ପ୍ରକାଶ କରାଯାଇଛି । ଆଗାମୀ ଦିନରେ କେନ୍ଦୁଝର ମୁଖ୍ୟ କାରାଗାରରେ ଏକ ସ୍ଟଡି ସେଣ୍ଟର ଖୋଳାଯିବାର ଯୋଜନା ଥିବା ଇଗନୌ ପକ୍ଷରୁ ପ୍ରକାଶ କରଯାଇଛି।

ବାଇଟ- ଦାମୋଦର ସାହୁ( ସଂଯୋଜକ, ଇଗନୌ, କେନ୍ଦୁଝର)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.