ETV Bharat / state

ସ୍ବାମୀ ନୁହେଁ ସୈତାନ, ହତ୍ୟା ପରେ ପତ୍ନୀକୁ ଦେଲା ପୋତି

author img

By

Published : Aug 9, 2019, 9:59 AM IST

ସୈତାନ ସ୍ବାମୀ । ସ୍ତ୍ରୀକୁ ମାରିବା ପରେ ମାଟିତଳେ ପୋତି ଦେଇଛି ପତ୍ନୀହନ୍ତା ସ୍ବାମୀ । ସେପଟେ ଖବର ପାଇ ଘଟଣାର ଖୋଳତାଡ କରୁଛି ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ସୈତାନ ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ମାରିବା ପରେ ମାରି ମାଟି ତଳେ ପୋତି ଦେଇଛି ସ୍ବାମୀ। ଆଉ ଏଭଳି କାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଣା ଗାଁରେ ।

କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ, ଆନନ୍ଦପୁର ଡିଏସପି ଘଟଣାର ତଦନ୍ତ କରୁଛନ୍ତି । ଏ ଘଟଣାଟି କେବେ ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଅମାନବୀୟ କାଣ୍ଡ ଘଟିଛି ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସେପଟେ, ଅଭିଯୁକ୍ତର ବାପାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋତା ଯାଇଥିବା ସ୍ଥାନର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଥାନା ଅଧିକାରୀ ମାନସ ରଞ୍ଜନ ସ୍ବାଇଁ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ସ୍ତ୍ରୀ କୁ ମାରି ସ୍ୱାମୀ ପୋତି ଦେଇଥିବା ନେଇ ପୋଲିସ ର ତଦନ୍ତ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଣା ଗ୍ରାମରେ ଜଣେ ସ୍ୱାମୀ ତାଙ୍କର ସ୍ତ୍ରୀକୁ ମାରି ମାଟିତଳେ ପୋତିଦେଇଥିବା ନେଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା କେବେ ଘଟିଲା ତାହା ଠିକ ଭାବେ ଜଣାପଡ଼ିନି କୌଣସି ସୂତ୍ରରୁ ଖବରପାଇ ଆନନ୍ଦପୁର ଡି ଏସ ପି ଙ୍କ ନିର୍ଦଶରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତିରେ ଘଟିଲା ଓ ଏହା ପଛରେ କଣ ରହସ୍ୟ ରହିଛି ସେ ବାବଦରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ଅଭିଯୁକ୍ତର ବାପାଙ୍କୁ ପୋଲିସ ଅଟକ ରଖି ପଚାର ଉଚୁରା ଚଳାଇଛି ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ଜଣା ପଡିଛି ମାଜିଷ୍ଟ୍ରେଟଙ୍କ ଉପସ୍ତିତିରେ ପୋତା ଯାଇଥିବା ସ୍ଥାନ ଖୋଲାଯାଇ ସମସ୍ତ ଘଟଣାକୁ ଅନୁଧ୍ୟାନ କରାଯିବ ବୋଲି ଥାନା ଅଧିକାରୀ ମାନସ ରଞ୍ଜନ ସ୍ୱାଇଁ କହିଛନ୍ତି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.