ETV Bharat / state

ମାଙ୍କଡ଼ଛୁଆ ଜଙ୍ଗଲରୁ ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ମାଙ୍କଡ଼ଛୁଆ ସଂରକ୍ଷିତ ଜଙ୍ଗଲରେ ପଶୁ ଶିକାର କରିବାକୁ ଫାସ ବସାଇଥିବା ଶିକାରୀକୁ ଗିରଫ କରିଛି ଜଙ୍ଗଲ ବିଭାଗ ।

author img

By

Published : Apr 25, 2020, 3:28 PM IST

hunter arrest in keunjhar
ଦେଶୀ ବନ୍ଧୁକ ସହ ପଶୁ ଶିକାରୀ ଗିରଫ

କେନ୍ଦୁଝର: ତେଲକୋଇ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ମିଳିଛି ବଡ଼ ସଫଳତା । ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ମାଙ୍କଡ଼ଛୁଆ ସଂରକ୍ଷିତ ଜଙ୍ଗଲରେ ପଶୁ ଶିକାର କରିବାକୁ ଫାସ ବସାଇଥିବା ଶିକାରୀକୁ ଗିରଫ କରିଛି ଜଙ୍ଗଲ ବିଭାଗ ।

hunter arrest in keunjhar
ଦେଶୀ ବନ୍ଧୁକ ସହ ପଶୁ ଶିକାରୀ ଗିରଫ

ଚରଣ ମୁଣ୍ଡା ନାମକ ଏହି ଶିକାରୀ ଉକ୍ତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ନିଆଁ ଲଗାଇ ଫାସ ବିଛାଇ ଜଙ୍ଗଲୀ ପଶୁ ଶିକାର କରେ । ଗତ ଶୁକ୍ରବାର ରାତି ଉକ୍ତ ଜଙ୍ଗଲ ମଧ୍ୟରେ ଫାସ ବସେଇ ଥିବା ଖବର ପାଇ ତେଲକୋଇ ରେଞ୍ଜ ଅଧିକାରୀ ନିଜ ଟିମ ସହ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ଚରଣ ଠାରୁ ଏକ ଦେଶୀ ବନ୍ଧୁକ, ପାଞ୍ଚୋଟି ଗୁଳି,ଏକ ଫାସ ଏବଂ ଜଙ୍ଗଲୀ ପଶୁ ମାଂସ ଜବତ କରିଥିଲେ । ଶନିବାର ତାକୁ କୋର୍ଟ ଚାଲାଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.