ETV Bharat / state

ମନେପଡ଼େ ମହାବାତ୍ୟା, 20ବର୍ଷ ପୂର୍ତ୍ତିରେ କ୍ୟାଣ୍ଡେଲ ଶୋଭାଯାତ୍ରା - 20ବର୍ଷ ପୂର୍ତ୍ତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଚାଲିଯାଇଛି ସତ, ହେଲେ ଦେଇ ଯାଇଛି ବୁକୁଫଟା ଯନ୍ତ୍ରଣା । ଠିକ 1999 ମସିହା ଅକ୍ଟୋବର ମାସ 29 ତାରିଖରେ ଓଡ଼ିଶା ଆକାଶରେ ଛାଇଯାଇଥିଲା କଳା ବାଦଲର ଛାୟା । ତାହା ଥିଲା ମହାପ୍ରଳୟ ମହାବତ୍ୟା । ଏଇ ସ୍ମୃତିକୁ ମନେପକାଇ ଆନ୍ଦପୁରରେ ହୋଇଯାଇଛି କ୍ୟାଣ୍ଡେଲ ଶୋଭାଯାତ୍ରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Oct 30, 2019, 2:49 AM IST

ଆନନ୍ଦପୁର: ୧୯୯୯ ମସିହାର ପ୍ରଳୟଙ୍କାରୀ ମହାବାତ୍ୟାକୁ ପୁରିଛି ୨୦ ବର୍ଷ । ଏହି ପୂର୍ତ୍ତି ଅବସରରେ ସରେଇଁର ଶନିଶ୍ଚର ସେବା ଟ୍ରଷ୍ଟ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଦସ୍ୟ ମାନେ ଶନି ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ଗ୍ରାମର ରାମମନ୍ଦିର ନିକଟରେ ପହଞ୍ଚିଥିଲେ ।

ମନେପଡ଼େ ମହାବାତ୍ୟା, 20ବର୍ଷ ପୂର୍ତ୍ତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

କୋଡ଼ିଏ ବର୍ଷ ତଳର ସେହି ଅଭୁଲା ଏବଂ ଦୁଃଖଦ ଘଟଣାକୁ ମନେପକାଇବା ସହ ଏପରି ଦୁଃଖଦ ଘଟଣା ଯେପରି ଭବିଷ୍ୟତ ରେ ନଆସେ ସେଥିପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କ୍ୟାଣ୍ଡେଲ ଶୋଭାଯାତ୍ରାରେ ଟ୍ରଷ୍ଟର ଶତାଧିକ ସଦସ୍ୟ ଯୋଗଦାନ କରିଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର- ୧୯୯୯ ମସିହା ର ପ୍ରଳୟଙ୍କାରୀ ମହାବାତ୍ୟା କୁ ୨୦ ବର୍ଷ ପୂର୍ତ୍ତି ଅବସରରେ ସରେଇଁର ଶନିଶ୍ଚର ସେବା ଟ୍ରଷ୍ଟ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ର ସଦସ୍ୟ ମାନେ ଶନି ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରୀ ଗ୍ରାମ ର ରାମମନ୍ଦିର ନିକଟରେ ପହଞ୍ଚିଥିଲେ । ସେ ସମୟର ସେହି ଅଭୁଲା ଏବଂ ଦୁଃଖଦ ଘଟଣା କୁ ମନେପକାଇବା ସହ ଏପରି ଦୁଃଖଦ ଘଟଣା ଯେପରି ଭବିଷ୍ୟତ ରେ ନ ଆସେ ସେଥିପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ବାଇଟ-୧- ବାଳକୃଷ୍ଣ ସାହୁ
ବାଇଟ-୨-ହିମାଦ୍ରୀ ସାହୁBody:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.