ETV Bharat / state

ବାହାବେଦୀ ବଦଳରେ ଶ୍ମଶାନ ଗଲା ବର

ବାହାଘର ଦିନ ହିଁ ଶଶ୍ମାନ ଯାତ୍ରା କଲା ବର । ଇଲେକ୍ଟ୍ରିକ ତାରରେ ହାଲୋଜେନ ସଂଯୋଗ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ବରର ମୃତ୍ୟୁ ହୋଇଛି ।

ଡିଜାଇନ ଫଟୋ
author img

By

Published : Jul 11, 2019, 3:30 PM IST

କେନ୍ଦୁଝର: ବିଧିର ବିଧାନ କେ କରିବ ଆନ । ବର ସାଜି ଯାଇଥାନ୍ତେ କନ୍ୟା ଘରକୁ । ହେଲେ ବିଧିର ବିଧାନକୁ କିଏ ଅବା ଟାଳି ପାରିବ । ବାହାଘର ଦିନ ହିଁ ଶଶ୍ମାନ ଯାତ୍ରା କଲା ବର । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗାଁରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଆ ଗାଁର ଲୋକନାଥ ମହାନ୍ତଙ୍କ ଆଜି ଥିଲା ବାହାଘର । ଆଜି ଭୋର ସମୟରେ ସେ ଟେଣ୍ଟରେ ଲାଗିଥିବା ବିଦ୍ୟୁତ ତାରରେ ହାଲୋଜେନ ସଂଯୋଗ କରୁଥିବା ସମୟରେ କରେଣ୍ଟ ଲାଗି ଚେତାଶୂନ୍ୟ ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାହ୍କୁ ମୃତ ଘୋଷଣା କରିଛନ୍ତି । ଏପଟେ ଗାଁରେ ଶୋକର ଛାୟା ଖେଳିଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- କରେଣ୍ଟ ଲାଗି ବର ମୃତ Body:ଆଙ୍କର-କେନ୍ଦୁଝରରେ ଘଟିଛି ଅଭାବନୀୟ ଘଟଣା , ବିବାହ ପୂର୍ବରୁ ବରର ବରାଯାତ୍ରା ପୂର୍ବରୁ ହେଲା ସ୍ମଶାନ ଯାତ୍ରା । ଆଜି ଥିଲା ବାହାଘର , ବରବେଶ ସାଜି ଯାଇଥାନ୍ତେ କନ୍ୟା ଘରକୁ । ହେଲେ ବିଧିର ବିଧାନ କିଛି ଅଲଗା ଶବ ହୋଇଗଲେ ମଶାଣିକୁ । ଏପରି ଘଟଣା ଦେଖିବାକୁ ମିଳିଛି ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ । ଗାଁର ଲୋକନାଥ ମହାନ୍ତ ଙ୍କର ଆଜିଥିଲା ବାହାଘର , ଘରେ ଟେଣ୍ଟ ମରାହୋଇଥିଲା । ଆଜି ଭୋର ସମୟରେ ସେ ଟେଣ୍ଟ ରେ ଲାଗିଥିବା ଇଲେକ୍ଟ୍ରିକ ତାରରେ ହାଲୋଜେନ ସଂଯୋଗ କରୁଥିବା ସମୟରେ କଟେଣ୍ଟ ଲାଗି ମୃତ୍ୟୁ ବରଣ କରିଛନ୍ତି । ଘରଲୋକେ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ମୃତ ଦେହ ଆଣିଛନ୍ତି । ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.