ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନର୍ସିଂହୋମ ଓ କ୍ଲିନିକକୁ ସିଲ୍ କଲା ପ୍ରଶାସନ

author img

By

Published : Sep 10, 2020, 11:10 AM IST

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନର୍ସିଂହୋମ ଓ କ୍ଲିନିକକୁ ସିଲ୍ କଲା ପ୍ରଶାସନ। ଘସିପୁରାର ଏକ ନର୍ସିଂହୋମ୍ ଓ କ୍ଲିନିକକୁ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସିଲ୍ କରିଛନ୍ତି ଆନନ୍ଦପୁର ପ୍ରଶାସନ।

clinic seal
କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନର୍ସିଂହୋମ ଓ କ୍ଲିନିକକୁ ସିଲ୍ କଲା ପ୍ରଶାସନ

ଆନନ୍ଦପୁର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ନର୍ସିଂହୋମ ଓ କ୍ଲିନିକକୁ ସିଲ୍ କଲା ପ୍ରଶାସନ। ଘସିପୁରାର ଏକ ନର୍ସିଂହୋମ୍ ଓ କ୍ଲିନିକକୁ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସିଲ୍ କରିଛନ୍ତି ଆନନ୍ଦପୁର ପ୍ରଶାସନ।

ସୂଚନା ଅନୁଯାୟୀ, ଏଠାରେ ଲୋକଙ୍କ ଗହଳି ଜମୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଯାହାକୁ ନେଇ ଆନନ୍ଦପୁର ପୌରନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ , ଘସିପୁରା ତହସିଲଦାର ବବୁଲ ପେରେଇ ପ୍ରମୁଖ ପହଞ୍ଚି ରମାଦେବୀ ନର୍ସିଂହୋମ୍ ଓ ପାର୍ବତୀ କ୍ଲିନିକକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିଥିବା ଜଣାପଡ଼ିଛି ।

ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ଥରେ ରମାଦେବୀ ନସିଂହୋମ୍‌କୁ ସିଲ୍‌ କରାଯାଇଥିଲା । ପରେ ସର୍ତ୍ତମୂଳକ ଭାବେ ଖୋଲିବାକୁ ଅନୁମତି ଦିଆଯାଇଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.