ETV Bharat / state

ହାତୀ ଶିକାରୀ ସନ୍ଦେହରେ 6 ଜଣକୁ ଧରିଲା ବନ ବିଭାଗ - suspicion of elephant poaching

କେନ୍ଦୁଝର ତେଲକୋଇ ବନାଞ୍ଚଳରୁ 6 ଜଣକୁ ଗିରଫ କଲା ବନ ବିଭାଗ । ହାତୀ ଶିକାର ସନ୍ଦେହରେ ସେମାନଙ୍କୁ ଅଟକି ରଖି ପଚାର ଉଚରା କରୁଛି ବିଭାଗ । ଅଧିକ ପଢନ୍ତୁ...

ହାତୀ ଶିକାରୀ ସନ୍ଦେହରେ 6 ଜଣକୁ ଧରିଲା ବନ ବିଭାଗ

author img

By

Published : Jul 7, 2020, 11:36 AM IST

Updated : Jul 7, 2020, 12:02 PM IST

କେନ୍ଦୁଝର: ହାତୀ ଶିକାର କରୁଥିବା ସନ୍ଦେହରେ 6 ଜଣକୁ ଅଟକ ରଖିଲା ବନବିଭାଗ । ତେଲକୋଇ ବନାଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ କାର ଗାଡିରୁ ମିଳିଥିବା ସାମଗ୍ରୀ ହାତୀ ଶିକାର ପାଇଁ ହୋଇଥିବା ସନ୍ଦେହ କରାଯାଉଛି।

ହାତୀ ଶିକାରୀ ସନ୍ଦେହରେ 6 ଜଣକୁ ଧରିଲା ବନ ବିଭାଗ

ତେଲକୋଇ ବନାଞ୍ଚଳ ଅଧିନସ୍ଥ କରଦାଙ୍ଗି ଗାଁ ଶିଖେଶ୍ବର ପାହାଡ ଅଞ୍ଚଳରେ ସନ୍ଦେହଜନକ କିଛି ବ୍ୟକ୍ତିଙ୍କୁ ବୁଲୁଥିବାର ପ୍ରଥମେ ଗ୍ରାମବାସୀ ଦେଖିଥିଲେ । ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଗ୍ରାମବାସୀ ସେମାନଙ୍କୁ କାବୁ କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଥିଲେ । ଏହି 6 ଜଣ ବ୍ୟକ୍ତି ଗୋଟିଏ କାର ଓ ବାଇକରେ ଆସିଥିଲେ ।

ବର୍ତ୍ତମାନ ସେମାନଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି । ଜିଲ୍ଲାରେ ଦିନକୁ ଦିନ ହାତୀ ଶିକାର ବଢି ଚାଲିଥିବାବେଳେ ଏମାନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jul 7, 2020, 12:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.