ETV Bharat / state

ଅଗ୍ନିକାଣ୍ଡରେ 4 ବଖରା ଘର ଭସ୍ମୀଭୂତ, କନିଷ୍ଠ କିରାଣୀ ଜୀବନ୍ତ ଦଗ୍ଧ

author img

By

Published : Oct 28, 2019, 8:16 AM IST

କେନ୍ଦୁଝର ଜିଲ୍ଲା ସୋସୋ ଥାନା ସୁନ୍ଦରାପାଳ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଭସ୍ମୀଭୂତ ହୋଇଥିବା ବେଳେ ଆନନ୍ଦପୁର ତହସିଲର କନିଷ୍ଠ କିରାଣୀ ଶୁକଦେବ ମୁଣ୍ଡା ଜୀବନ୍ତ ଦଗ୍ଧ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୋସୋ ଥାନା ସୁନ୍ଦରାପାଳ ଛକରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୪ ବଖରା ଘର ଭସ୍ମୀଭୂତ ହୋଇଥିବା ବେଳେ ଜଣେ ଜଣେ ଜୀବନ୍ତ ଦଗ୍ଧ । ତେବେ ମୃତକ ଜଣଙ୍କ ଆନନ୍ଦପୁର ତହସିଲର କନିଷ୍ଠ କିରାଣୀ ଶୁକଦେବ ମୁଣ୍ଡା ବୋଲି ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ସୋସୋ ଥାନା ସୁନ୍ଦରାପାଳ ଛକରେ ଭୟାବହ ଅଗ୍ନିକାଣ୍ଡ । ୪ ବଖରା ଘର ଭସ୍ମୀଭୂତ ଜଣେ ଜୀବନ୍ତ ଦଗ୍ଧ ମୃତକ ଆନନ୍ଦପୁର ତହସିଲର କନିଷ୍ଠ କିରାଣୀ ଶୁକଦେବ ମୁଣ୍ଡା ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.