ETV Bharat / state

ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା ଘର - fire breakout kolhabeda village

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତର କୋହ୍ଲବେଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଧାନ ଚାଉଳ ପୋଡି ନଷ୍ଟ ହୋଇଛି । ଅଧିକ ପଢନ୍ତୁ...

fire breakout anandpur kolhabeda village
ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା ଘର
author img

By

Published : Feb 7, 2020, 2:49 PM IST

ଆନନ୍ଦପୁର: କୋହ୍ଲବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତର କୋହ୍ଲବେଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଧାନ ଚାଉଳ ପୋଡି ନଷ୍ଟ ହୋଇଛି ।

ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା ଘର

ସୂଚନା ଅନୁଯାୟୀ, ଗୁରୁବାର ରାତିରେ କୋହ୍ଲବେଡା ଗ୍ରାମର ଫାତୁରାମ ବାସ୍କେଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଗାଁରେ ପହଞ୍ଚିଥିଲା । ମାତ୍ର ସେତେବେଳକୁ ତାଙ୍କର ଦୁଇ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଥିଲା । ଏହି ଘଟଣାରେ ଫାତୁରାମଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଧାନ ଚାଉଳ ମଧ୍ୟ ପୋଡିଥିବା ଜଣାପଡିଛି ।

ତେବେ ଫାତୁରାମ ଜଣେ ଗରିବ ଲୋକ ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତର କୋହ୍ଲବେଡା ଗ୍ରାମରେ ଅଗ୍ନୀକାଣ୍ଡ । ଗତକାଲି ରାତି ଅଗ୍ନୀକାଣ୍ଡରେ ଫାତୁରାମ ବାସ୍କେ ଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡ଼ି ଯାଇ ଥିବାବେଳେ ଲକ୍ଷାଧିକ ଟଙ୍କାର ଆସବା ପତ୍ର ସହ ଧାନ ଚାଉଳ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନୀକାଣ୍ଡର କାରଣ ଜଣା ପଡିନଥିବାବେଲେ ଖବର ପାଇଁ ଅଗ୍ନୀସମ ବିଭାଗ ଗାଡି ଘଟଣା ସ୍ଥଳରେ ପହଂଚିଲାବେଳକୁ ସବୁ ପୋଡି ହୋଇ ନଷ୍ଟ ହୋଇଯାଇଛି। ସେଜଣେ ଗରିବ ଶ୍ରେଣିର ଲୋକ ହୋଇଥିବାରୁ ତାଙ୍କୁ ପ୍ରସାସନ ପଷରୁ ସହାୟତା ଯୋଗେଇ ଦିଆଯିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.